Advertisment

Bank of Baroda Recruitment 2024: BOBରେ ପୂରଣ ହେବ ମ୍ୟାନେଜର୍‌ ପଦବୀ; ଗ୍ରାଜୁଏସନ୍ କରିଥିଲେ ସୁଯୋଗ

BOBରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏଥିପାଇଁ ବ୍ୟାଙ୍କ ଅଫ୍ ବରୋଦାର କର୍ପୋରେଟ୍ ଏବଂ ଆନୁଷ୍ଠାନିକ କ୍ରେଡିଟ୍ ବିଭାଗରେ ଅନେକ ପଦବୀ ଖାଲି ଅଛି। ଏହାକୁ ପୂରଣ କରିବା ନେଇ BOB ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
Bank of Baroda Recruitment 2024  Apply for 627 posts

Bank of Baroda Recruitment 2024 Apply for 627 posts

Advertisment

ପ୍ରାୟ ଯୁବବର୍ଗ ବ୍ୟାଙ୍କରେ ଚାକିରି କରିବାକୁ ଆଗ୍ରହ ଦେଖାଇଥାନ୍ତି। ତେବେ ବ୍ୟାଙ୍କ ଅଫ୍ ବରୋଦା (BOB) ରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏଥିପାଇଁ ବ୍ୟାଙ୍କ ଅଫ୍ ବରୋଦାର କର୍ପୋରେଟ୍ ଏବଂ ଆନୁଷ୍ଠାନିକ କ୍ରେଡିଟ୍ ବିଭାଗରେ ଅନେକ ପଦବୀ ଖାଲି ଅଛି। ଏହାକୁ ପୂରଣ କରିବା ନେଇ BOB ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ରେଗୁଲାର୍‌ ଓ ଚୁକ୍ତିଭିତ୍ତିକ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୬୦୦ରୁ ଅଧିକ ପଦବୀ ପୂରଣ ହେବ। ଗ୍ରାଜୁଏସନ୍ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ।

ଅଧିକ ପଢ଼ନ୍ତୁ: HPCL Job Vacancy: HPCLରେ ପୂରଣ ହେବ ଇଞ୍ଜିନିୟର୍ ଓ ଅଫିସର ପଦବୀ; ଦରମା ୨ ଲକ୍ଷ ୪୦ ହଜାର

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BOB ର ଅଫିସିଆଲ୍ ୱେବ୍‌ସାଇଟ୍‌ bankofbaroda.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Bank of Baroda Recruitment 2024 Apply for 627 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୨ ଜୁନ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୨ ଜୁଲାଇ ୨୦୨୪
Advertisment

ଖାଲି ପଦବୀ:

  • ରେଗୁଲାର୍‌ – ୧୬୮ଟି ପୋଷ୍ଟ୍
  • ଚୁକ୍ତିଭିତ୍ତିକ– ୪୫୯ଟି ପୋଷ୍ଟ୍
  • ମୋଟ୍ ପଦବୀ – ୬୨୭ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଗ୍ରାଜୁଏସନ୍
  • ଏହା ସହିତ ବିଭିନ୍ନ ପୋଷ୍ଟ୍ ପାଇଁ ଅନ୍ୟାନ୍ୟ ଆନୁସଙ୍ଗିକ ଯୋଗ୍ୟତା ମଧ୍ୟ ଆବଶ୍ୟକ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୪୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: SEBI Recruitment 2024: SEBI ରେ ଚାକିରି ସୁଯୋଗ; ପୂରଣ ହେବ A ଗ୍ରେଡ୍ ଅଫିସର

ଆବେଦନ ଶୁଳ୍କ:

  • SC/ST/ PwBD/ମହିଲା – ୧୦୦ ଟଙ୍କା
  • ଅନ୍ୟମାନେ – ୬୦୦ ଟଙ୍କା

ଦରମା:

  • ସର୍ବନିମ୍ନ ମାସିକ ଦରମା – ୯୩,୯୬୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୧,୨୦,୯୪୦ ଟଙ୍କା

ଚୟନ ପ୍ରକ୍ରିୟା:

  • ରେଗୁଲାର୍ ବେସିସ୍
  • କଣ୍ଟେଣ୍ଟ୍ ବେସିସ୍
  • ଅନ୍‌ଲାଇନ୍ ପରୀକ୍ଷା
  • ଗ୍ରୁପ୍ ଡିସ୍‌କସନ୍
  • ସାକ୍ଷାତକାର
  • ଇଣ୍ଟେଲିଜେନ୍ସ ଟେଷ୍ଟ୍
  • ସର୍ଟଲିଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Govt Jobs Bank Of Baroda Bank Of Baroda Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ