AAI Recruitment 2025: ବିମାନବନ୍ଦରରେ ଚାକିରି ସୁଯୋଗ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

AAI ରେ ଚାକିରି ସୁଯୋଗ। ଏନେଇ AAI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ବିମାନବନ୍ଦରରେ ଚାକିରି ସୁଯୋଗ

ବିମାନବନ୍ଦରରେ କିଏ ବା ଚାକିରି କରିବାକୁ ନ ଚାହେଁ। ପ୍ରାୟ ଉଚ୍ଚ ଶିକ୍ଷିତଙ୍କ ଏଠାରେ ଚାକିରି କରିବାର ଆଶା ଥାଏ। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କ ପାଇଁ। ଏହି ସୁଯୋଗ ନେଇଆସିଛି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ(AAI)। ଏନେଇ AAI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଏହି ନିଯୁକ୍ତି ମାଧ୍ୟମରେ AAI ରେ ଆସିଷ୍ଟାଣ୍ଟ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ସ୍ନାତକ ଓ ଡିପ୍ଲୋମା କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୩୦୦ରୁ ଅଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ AAI ର ଅଫିସିଆଲ୍ ୱେବ୍‌ସାଇଟ୍‌ aai.aero କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ AAI Recruitment 2025 apply for 307 post Notificationରେ କ୍ଲିକ୍ କରି ଦେଖିପାରିବେ।

ଅଧିକ ପଢ଼ନ୍ତୁ: ପୂରଣ ହେବ ଇଞ୍ଜିନିୟରିଂ ପଦବୀ; ଦରମା ୧ଲକ୍ଷ ୪୦ହଜାର

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଖାଲି ପଦବୀ:

ଯୋଗ୍ୟତା:

ବୟସ ସୀମା:

ଦରମା:

ଆବେଦନ ଶୁଳ୍କ:

ଅଧିକ ପଢ଼ନ୍ତୁ: IOCLରେ ଚାକିରି; ଦଶମ ପାଶ କରିଥିବା ପ୍ରାର୍ଥୀ ବି ସୁଯୋଗ ପାଇବେ

ଚୟନ ପ୍ରକ୍ରିୟା:

କିପରି କରିବେ ଆବେଦନ:

ଅଧିକ ପଢ଼ନ୍ତୁ: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍