Advertisment

ଋଷକୁ ଲାଗିଲା ବଡ଼ ଝଟ୍‌କା ! ଜାତିସଂଘ ମାନବାଧିକାର ପରିଷଦରୁ ବିଦା ହେଲା ଦେଶ

ଭୋଟିଂରେ ରୁଷ ବିରୋଧରେ ୯୩ଟି ଭୋଟ ପଡ଼ିଥିବା ବେଳେ ସପକ୍ଷରେ ପଡ଼ିଥିଲା ମାତ୍ର ୨୪ଟି ଭୋଟ୍ । ତେବେ ଏହାରି ଭିତରେ ସବୁଠୁ ରୋଚକ ଖବର ହେଉଛି ଭୋଟ୍‌ଦାନରୁ ବିରତ ରହିଲା ଭାରତ ।

UN

UN

Advertisment

ଋଷକୁ ଲାଗିଲା ବଡ଼ ଝଟ୍‌କା । ଜାତିସଂଘରେ ହେଲା ଅପମାନିତ । ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେଲା ରୁଷିଆ । ଜାତିସଂଘରେ ଭୋଟିଂ ପରେ UNHRCରୁ ନିଲମ୍ବିତ ହେଲା ରୁଷ ।

Advertisment

ଭୋଟିଂରେ ରୁଷ ବିରୋଧରେ ୯୩ଟି ଭୋଟ ପଡ଼ିଥିବା ବେଳେ ସପକ୍ଷରେ ପଡ଼ିଥିଲା ମାତ୍ର ୨୪ଟି ଭୋଟ୍ । ତେବେ ଏହାରି ଭିତରେ ସବୁଠୁ ରୋଚକ ଖବର ହେଉଛି ଭୋଟ୍‌ଦାନରୁ ବିରତ ରହିଲା ଭାରତ । ଖାଲି ଭାରତ ନୁହେଁ ପ୍ରାୟ ୫୮ଟି ଦେଶ ଭୋଟ ଦାନରୁ ବିରତ ରହିଛନ୍ତି ।  ବୁଚା ବର୍ବରତାକୁ ନେଇ ରୁଷିଆ ବିରୋଧୀ ପ୍ରସ୍ତାବ ଉପରେ ଭୋଟ୍ ଦେଲାନି ଭାରତ । ତେବେ ଏହା ଦ୍ୱିତୀୟ ଥର ପାଇଁ ହୋଇଥିବା ଦେଖାଯାଇଛି ।

Advertisment

Russia-Ukraine Conflict
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ