ଅଦ୍ୟତନ ହୋଇଛି
Liz Truss becomes the new British Prime Minister
Advertisment
ଲିଜ୍ ଟ୍ରସ୍ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଲିଜ୍ ଟ୍ରସ୍। ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କୁ ପଛରେ ପକାଇ ଟ୍ରସ୍ ଜିତିଛନ୍ତି। ରିଷି ସୁନକ ପାଇଲେ ମୋଟ ୬୦, ୩୯୯ ଭୋଟ୍ ପାଇଛନ୍ତି। ଲିଜ୍ ଟ୍ରସ୍ ୮୧, ୩୨୬ ଖଣ୍ଡ ଭୋଟ୍ ପାଇଛନ୍ତି। ଏବେ ବୋରିସ୍ ଜନସନ୍ଙ୍କ ଉତ୍ତରାଧିକାରୀ ଲିଜ୍ ଟ୍ରସ୍ ହେବେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662379760.jpg)