Advertisment

Pakistan's Defense System Failure: ପାକିସ୍ତାନର ମୁଖା ଖୋଲିଦେଲେ ପାକିସ୍ତାନୀ ; କହିଲେ...

ଭାରତର ଅପରେସନ ସିନ୍ଦୂରର ଜବରଦସ୍ତ ସଫଳତା ପରେ ପାକିସ୍ତାନର ମିଛ ମୁଖା ଖୋଲିଛନ୍ତି ଖୋଦ୍ ଜଣେ ପାକିସ୍ତାନୀ ନାଗରିକ। ସୋସିଆଲ୍ ମିଡିଆରେ ଏକ ଭିଡ଼ିଓ ଜାରି କରି ଉକ୍ତ ପାକିସ୍ତାନୀ।

pakistan

pakistan

Advertisment

ଭାରତର ଅପରେସନ ସିନ୍ଦୂରର ଜବରଦସ୍ତ ସଫଳତା ପରେ ପାକିସ୍ତାନର ମିଛ ମୁଖା ଖୋଲିଛନ୍ତି ଖୋଦ୍ ଜଣେ ପାକିସ୍ତାନୀ ନାଗରିକ। ସୋସିଆଲ୍ ମିଡିଆରେ ଏକ ଭିଡ଼ିଓ ଜାରି କରି ଉକ୍ତ ପାକିସ୍ତାନୀ।

Advertisment

 ଅଧିକ ପଢ଼ନ୍ତୁ: ଭୟରେ ମିଛଗପ ଶୁଣାଉଥିଲା ପାକିସ୍ତାନ; ଧରାପଡ଼ିଗଲା

ନାଗରିକ ଜଣକ କହିଛନ୍ତି-“ଯାହା ସତ, ତାହା ସବୁବେଳେ ସତ। ଭାରତୀୟ ସେନାର ସମସ୍ତ ୨୪ଟି ଯାକ ମିଜାଇଲ୍ ଟାର୍ଗେଟ୍ ହିଟ୍ କରିଛି। ହେଲେ ସେଥିରୁ କେଉଁ ଗୋଟିକୁ ବି ରୋକି ପାରିଲାନି ଆମ ଡିଫେନସ ସିଷ୍ଟମ।

ଭାରତ ପାକିସ୍ତାନ ମାଟିରେ ପଶିକି ହିଁ ହମଲା କରିଛି, ହେଲେ କୌଣସି ଗୋଟିଏ ବି ଟାର୍ଗେଟ୍ ସାଧାରଣ ଲୋକଙ୍କ ଉପରେ ହୋଇନି। ନଚେତ୍ ବହୁ ଲୋକ ମରିଥାନ୍ତେ। ଆଉ ଭାରତର ମିସାଇଲକୁ ପାକିସ୍ତାନ ସେନା ମାରି ଖସାଇ ଦେଇଥିବା ଯେଉଁ ଦାବି କରୁଛି, ତାହା କେବଳ ମିଛ ଓ ବାହସ୍ଫୋଟ ବୋଲି କହିଛନ୍ତି ଉକ୍ତ ନାଗରିକ।

Advertisment

ଭାରତର ଯୁଦ୍ଧ ଯାହାଜ ଖସାଇଥିବା ନେଇ ପାକିସ୍ତାନରେ ଯେଉଁ ସବୁ ଭିଡ଼ିଓ ଚାଲୁଛି, ସେ ସବୁ ପୁରୁଣା ବୋଲି ବି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲେ ହାଫିଜ୍ ଓ ମାସୁଦ ? ମିଳୁନି ପତ୍ତା।

Pakistan Airstrike Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ