Advertisment

୨ ବୈଜ୍ଞାନିକଙ୍କୁ ମେଡିସିନ ପାଇଁ ନୋବେଲ ପୁରସ୍କାର

କୋଭିଡ ଭ୍ୟାକ୍ସିନ କ୍ଷେତ୍ରରେ ଗବେଷଣା ପାଇଁ ପାଇବେ ନୋବେଲ ।

ଅଦ୍ୟତନ ହୋଇଛି
Nobel Prize

Nobel Prize

Advertisment

ଫିଜିଓଲଜି-ମେଡିସିନ୍ କ୍ଷେତ୍ରରେ ଘୋଷଣା ହେଲା ନୋବେଲ୍ ପୁରସ୍କାର । କରୋନା ଟିକା ସଂପର୍କିତ ଗବେଷଣା ପାଇଁ ନୋବେଲ୍ ପ୍ରାଇଜ ପାଇବେ ୨ ବୈଜ୍ଞାନିକ କାଟାଲିନ୍ କାରିକୋ ଏବଂ ଡ୍ରିଉ ୱିସମ୍ୟାନ୍‌ । କୋଭିଡ୍-19 mRNA ଭ୍ୟାକସିନ ତିଆରି ପାଇଁ ଆବଶ୍ୟକ ନ୍ୟୁକ୍ଲିଓସାଇଡ୍ ବେସ୍ ମୋଡିଫିକେସନ ଉପରେ ଆବିଷ୍କାର ପାଇଁ ମେଡିସିନ୍ ବା ଭେଷଜ ବିଜ୍ଞାନ କ୍ଷେତ୍ରରେ ଉଭୟଙ୍କୁ ମିଳିତ ଭାବେ ଏହି ବିଶ୍ୱବିଖ୍ୟାତ ପୁରସ୍କାର ପ୍ରଦାନ କରାଯିବ ।

Advertisment

Nobel Prize Nobel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ