Advertisment

ବାଇଡେନ କହିଲେ-ଚୀନ ଆକ୍ରମଣ କଲେ ତାଇବାନକୁ ସୁରକ୍ଷା ଦେବ ଆମେରିକା

ଦିନକୁ ଦିନ ବିଗୁଡୁଛି ଚୀନ-ତାଇବାନ ସ୍ଥିତି। ଦୁଇ ଦେଶ ମଧ୍ୟରେ ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଯେମିତି ନିଆଁ ଲଗାଇ ଦେଇଛି। ରବିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ସାକ୍ଷାତକାରରେ କହିଛନ୍ତି, ଯଦି ଚୀନ ତାଇବାନ ଉପରେ ଆକ୍ରମଣ କରେ ତେବେ ଆମେରିକା ସେନା ତାଇବାନକୁ ସୁରକ୍ଷା ଯୋଗାଇବେ।

ଅଦ୍ୟତନ ହୋଇଛି
US President Joe Biden

US President Joe Biden

Advertisment

ଦିନକୁ ଦିନ ବିଗୁଡୁଛି ଚୀନ-ତାଇବାନ ସ୍ଥିତି। ଦୁଇ ଦେଶ ମଧ୍ୟରେ ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଯେମିତି ନିଆଁ ଲଗାଇ ଦେଇଛି। ରବିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ସାକ୍ଷାତକାରରେ କହିଛନ୍ତି, ଯଦି ଚୀନ ତାଇବାନ ଉପରେ ଆକ୍ରମଣ କରେ ତେବେ ଆମେରିକା ସେନା ତାଇବାନ କୁ ସୁରକ୍ଷା ଯୋଗାଇବେ।

Advertisment

୬୦ ମିନିଟର ଏକ ସାକ୍ଷାତକାରରେ ବାଇଡେନ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ଯଦି ପ୍ରକୃତରେ ଚୀନ ତାଇବାନ ଉପରେ ଭୟଙ୍କର ଆକ୍ରମଣ କରେ ତେବେ ଆମେରିକା ତାଇବାନକୁ ସୁରକ୍ଷା ଯୋଗାଇ ଦେବ। ଚଳିତବର୍ଷ ଅଗଷ୍ଟ ଆରମ୍ଭରେ ଆମରିକା ପ୍ରତିନିଧି ସଭା ଅଧ୍ୟକ୍ଷ ନେନ୍‌ସି ପେଲୋସି ତାଇବାନ ଗସ୍ତରେ ଆସିଥିଲେ। ଏହା ପରେ ଡେମୋକ୍ରାଟିକ ପାର୍ଟିର ସିନେଟର ଏଡ ମାର୍କିଙ୍କ ନେତୃତ୍ୱରେ ଆମେରିକା ସଂସଦର ଏକ ପ୍ରତିନିଧି ମଣ୍ଡଳ ତାଇବାନ ଗସ୍ତରେ ଆସିଥିଲେ।

ଏହି ଘଟଣାକୁ ନେଇ ତାତିଥିଲା ଚୀନ। ଘଟଣାର ପ୍ରତି ଜବାବରେ ଚୀନ ତାଇବାନକୁ ଘେରି ଏକ ଅଦ୍ଭୂତପୂର୍ବ ସୈନ୍ୟାଭ୍ୟାସ କରିଥିଲା

Advertisment
Joe Biden China US President Taiwan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ