Advertisment

କାନାଡାରେ ପୁଣି ଗ୍ୟାଙ୍ଗୱାର, ହାଇପ୍ରୋଫାଇଲ୍ ଡ୍ରଗସ୍ ମାଫିଆ ପରମବୀରକୁ ହତ୍ୟା

ପୂର୍ବରୁ ୪୧ ବର୍ଷିୟ ଭାରତୀୟ ବଂଶୋଦ୍ଭବ ହରପ୍ରୀତ ସିଂହ ଉତ୍ପଳ ଏବଂ ତା’ର ୧୧ ବର୍ଷର ପୁଅକୁ ଗୁଳି କରି ହତ୍ୟା ପରଠୁ ଲାଗିରହିଥିବା ଗ୍ୟାଙ୍ଗୱାର ଉଗ୍ରରୂପ ନେଇଛି

ଅଦ୍ୟତନ ହୋଇଛି
Canada Gang War news updates

Gang War

Advertisment

କାନାଡାରେ ଥମୁନି ଗ୍ୟାଙ୍ଗୱାର। ପୁଣି ଗଡ଼ିଲାଣି ମୁଣ୍ଡ। ହାଇପ୍ରୋଫାଇଲ୍ ଡ୍ରଗସ୍ ମାଫିଆ ପରମବୀରକୁ ହତ୍ୟା କରାଯାଇଛି। ଏହାପୂର୍ବରୁ ୪୧ ବର୍ଷିୟ ଭାରତୀୟ ବଂଶୋଦ୍ଭବ ହରପ୍ରୀତ ସିଂହ ଉତ୍ପଳ ଏବଂ ତା’ର ୧୧ ବର୍ଷର ପୁଅକୁ ଗୁଳି କରି ହତ୍ୟା ପରଠୁ ଲାଗିରହିଥିବା ଗ୍ୟାଙ୍ଗୱାର ଉଗ୍ରରୂପ ନେଇଛି।

Advertisment

ବ୍ରଦର୍ସ କିପର୍ସ ଗ୍ୟାଙ୍ଗର ହରପ୍ରୀତ ଓ ତାଙ୍କ ପୁଅକୁ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ୟୁନାଇଟେଡ୍ ନେସନ୍ସ ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟର ପରମବୀରଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ତାଙ୍କୁ ଗୁଳିକରି ଟୋରୋଣ୍ଟୋରେ ହତ୍ୟା କରାଯାଇଛି। ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିଛି ପୋଲିସ।

ଅଧିକ ପଢ଼ନ୍ତୁ: ଥମିବ କି ଇସ୍ରାଏଲ-ହମାସା ଲଢ଼େଇ ? ଭାରତ କରିବ ମଧ୍ୟସ୍ଥତା !

Advertisment

ଗତକିଛି ଦିନ ତଳେ ଏଡମାଉଣ୍ଟନର ଏକ ସପିଂ ପ୍ଲାଜା ପାଖରେ ୪୧ ବର୍ଷିୟ ହରପ୍ରୀତ ଏବଂ ତାଙ୍କ ପୁଅକୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରଠୁ ହରପ୍ରୀତ ଗ୍ୟାଙ୍ଗ ବ୍ରଦର୍ସ କିପର୍ସ ଏବଂ ଗ୍ୟାଙ୍ଗଷ୍ଟର ପରମବୀରର ଗ୍ୟାଙ୍ଗ ୟୁନାଇଟେଡ୍ ନେସନ୍ସ ମଧ୍ୟରେ ଲାଗିରହିଥିଲା ଗ୍ୟାଙ୍ଗୱାର।ତେଣୁ ଆଶଙ୍କା କରାଯାଉଛି ପରମବୀରକୁ ହରପ୍ରୀତ ଗ୍ୟାଙ୍ଗ ହିଁ ହତ୍ୟା କରିଥାଇପାରେ।...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ