ସୁସ୍ଥ ଶରୀର ପାଇଁ ଯୋଗାସନ,ଜାଣିବା ବିଭିନ୍ନ ଯୋଗାସନ ବିଷୟରେ

ଯୋଗ ଦ୍ୱାରା ବହୁ ରୋଗର ଉପସମ ହୋଇଥାଏ । ବର୍ତ୍ତମାନ ଏହି କରୋନାର ମହାମାରୀ ସମୟରେ ଶରୀର ପାଇଁ ଯୋଗ ବହୁତ ଲାଭଦାୟକ ଅଟେ । ଯୋଗାସନ ଦ୍ୱାରା ଆମ ଶରୀରର ଅମ୍ଳଜାନ ସ୍ତର ଠିକ ରହିବା ସହିତ ଗୋଟିଏ ସୁସ୍ଥ ଶରୀର ମଧ୍ୟ ମିଳିପାରିବ । ଆସନ୍ତୁ ଜାଣିବା ବିଭିନ୍ନ ଯୋଗାସନ ବିଷୟରେ ।

yoga for a health

News Summary

ତ୍ରିକୋଣାସନ କରିବା ଦ୍ୱାରା ଶ୍ୱାସ ସମ୍ବନ୍ଧିୟ ସମସ୍ୟା ଦୂର ହୋଇଥାଏ

ତାଡାସନ କରିବା ଦ୍ୱାରା ଫୁସଫୁସର କ୍ଷମତା ବଢିଥାଏ

କଥାରେ ଅଛି ରୋଗ ପାଇଁ ଯୋଗ । ଯୋଗ ଦ୍ୱାରା ବହୁ ରୋଗର ଉପସମ ହୋଇଥାଏ । ବର୍ତ୍ତମାନ ଏହି କରୋନାର ମହାମାରୀ ସମୟରେ ଶରୀର ପାଇଁ ଯୋଗ ବହୁତ ଲାଭଦାୟକ ଅଟେ । ଯୋଗାସନ ଦ୍ୱାରା ଆମ ଶରୀରର ଅମ୍ଳଜାନ ସ୍ତର ଠିକ ରହିବା ସହିତ ଗୋଟିଏ ସୁସ୍ଥ ଶରୀର ମଧ୍ୟ ମିଳିପାରିବ । ଆସନ୍ତୁ ଜାଣିବା ବିଭିନ୍ନ ଯୋଗାସନ ବିଷୟରେ ।