Astrospeak
  • Live TV
  • Read In English

ସ୍ୱାସ୍ଥ୍ୟ ପାଇଁ ପାଣି,ନିୟମିତ ପାଣି ପିଇଲେ କମିଥାଏ ଓଜନ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଖାଦ୍ୟ ପାନୀୟର ଅନିୟମିତତା କାରଣରୁ ଶରୀରରେ ମେଦବୃଦ୍ଧିର ଶିକାର ହେଉଛନ୍ତି ଅନେକ ଲୋକ । ତେବେ ଏହାକୁ ଏଡାଇବା ନିୟମିତ ଯୋଗ ବ୍ୟାୟାମ କରିବା ସହିତ ନିୟମିତ ପାଣି ପିଇବା ସହିତ ଶରୀରର ଓଜନ ମଧ୍ୟ ନିୟନ୍ତ୍ରିତ ହୋଇପାରିବ । ପାଣି ପିଇବା ଦ୍ୱାରା ଶରୀରକୁ ହାଇଡ୍ରେଟ୍ ହୋଇଥାଏ ଏବଂ ପାଣି ମଧ୍ୟ ଶରୀରକୁ ସଠିକ୍ ଭାବରେ କାର୍ଯ୍ୟ କରିବାର ଶକ୍ତି ମଧ୍ୟ ଦେଇଥାଏ ।

benifits of water
benifits of water

News Summary

ଡିହାଇଡ୍ରେସନ୍ ସମସ୍ୟାର ସମାଧାନ କରେ ପାଣି

ଓଜନର କ୍ଷମତାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ପାଣି

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଖାଦ୍ୟ ପାନୀୟର ଅନିୟମିତତା କାରଣରୁ ଶରୀରରେ ମେଦବୃଦ୍ଧିର ଶିକାର ହେଉଛନ୍ତି ଅନେକ ଲୋକ । ତେବେ ଏହାକୁ ଏଡାଇବା ନିୟମିତ ଯୋଗ, ବ୍ୟାୟାମ କରିବା ସହିତ ନିୟମିତ ପାଣି ପିଇବା ଦ୍ୱାରା ଶରୀରର ଓଜନ ନିୟନ୍ତ୍ରିତ ହୋଇପାରିବ । ପାଣି ପିଇବା ଦ୍ୱାରା ଶରୀରକୁ ଆବଶ୍ୟକତା ଅନୁଯାୟୀ ଜଳୀୟଅଂଶ ମିଳିଥାଏ।  ଏହାଦ୍ୱାରା ଶରୀରକୁ ସଠିକ୍ ଭାବରେ କାର୍ଯ୍ୟ କରିବାର ଶକ୍ତି ମିଳିଥାଏ । 

ଆସନ୍ତୁ ଜାଣିବା ପାଣିର ଉପକାରିତା ବିଷୟରେ.....