ଧନିଆ ପତ୍ରରେ ରହିଛି ଔଷଧୀୟ ଗୁଣ, ଜାଣିବା ଶରୀର ପାଇଁ କେତେ ହିତକର

ସ୍ୱାସ୍ଥ୍ୟ ପାଇଁ ଧନିଆ ପତ୍ର ଅତ୍ୟନ୍ତ ଲାଭଦାୟକ ଅଟେ । ଧନିଆ ପତ୍ର ପାଟିକୁ ଯେତିକି ସୁଆଦିଆ ଲାଗିଥାଏ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ଧନିଆ ପତ୍ରରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଆମ ଶରରୀର ବିଭିନ୍ନ ରୋଗର ସମସ୍ୟାକୁ ଦୂର କରିପାରିବ ।

coriander leaves benefits

News Summary

ପାଚନ ତନ୍ତ୍ରକୁ ସୁସ୍ଥ ରଖେ ଧନିଆ ପତ୍ର

ଓଜନ କମ୍ କରିବାରେ ସାହାଯ୍ୟ କରେ ଧନିଆ ପତ୍ର

ଡାଲି ହେଉ କି ତରକାରୀ ଯଦି  ଟିକେ ଧନିଆ ପତ୍ର ପକାଯାଏ ତେବେ ତାର ସ୍ୱାଦ ବଢ଼ିଯାଏ । ସେଥିପାଇଁ ସମସ୍ତଙ୍କ ରୋଷେଇ ଘରେ ଧନିଆ ପତ୍ର ଓ ଧନିଆର ବ୍ୟବହାର କରାଯାଏ । ଧନିଆ ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ଆୟୁର୍ବେଦରେ ଧନିଆ ପତ୍ରକୁ ଗୋଟିଏ ଔଷଧ ଭାବରେ ବ୍ୟବହାର କରାଯାଏ । ତେବେ ଚାଲନ୍ତୁ ଜାଣିବା ଧନିଆ ପତ୍ରର ଲାଭଦାୟକ ଗୁଣ ବିଷୟରେ...

coriander leaves benefits