ସ୍ୱାସ୍ଥ୍ୟ ପାଇଁ 'ଚା'

ପ୍ରାୟତଃ ସବୁ ଭାରତୀୟଙ୍କ ସକାଳର ଗରମାଗରମ 'ଚା' ନିହାତି ଦରକାର । ସାଧାରଣତଃ ସକାଳୁ ଉଠିଲେ ଚା ଆଗ ସମସ୍ତେ ଖୋଜିଥାନ୍ତି । କିନ୍ତୁ ପ୍ରତିଦିନ 'ଚା' ପିଇବା ସ୍ୱାସ୍ଥ୍ୟ ପକ୍ଷେ କେତେ ଭଲ କେତେ ଖରାପ । ତାହା ଆପଣ ଜାଣନ୍ତି କି ? ଚାଲନ୍ତୁ ଜାଣିବା

tea for health

News Summary

'ଚା' ରେ ଥିବା କାଫିନ ମଣିଷକୁ ଚିଡିଚିଡା ସ୍ୱଭାବର କରିଦେଇଥାଏ

ଖାଲି ପେଟରେ 'ଚା' ପିଇବା ଉଚିତ୍ ନୁହେଁ

ସକାଳୁ ଉଠିଲେ ଆଗ ସମସ୍ତେ ଚା ଖୋଜିଥାନ୍ତି । ହେଲେ ଏହି ଚା ଶରୀର ପାଇଁ ବହୁ କ୍ଷତି ପହଞ୍ଚାଇଥାଏ । ପ୍ରତିଦିନ କ୍ଷୀର ଚା ପିଇବା ଦ୍ୱାରା ଶରୀରକୁ ବହୁ କ୍ଷତି ପହଞ୍ଚାଇ ଥାଏ । ତେବେ ଚାଲନ୍ତୁ ଜାଣିବା 'ଚା' ପିଇବା ଦ୍ୱାରା ଶରରୀର କଣ କ୍ଷତି ହୋଇଥାଏ ।