ଆପଣଙ୍କର ପେଟ ଫମ୍ପେଇବା ସମସ୍ୟା ଅଛି କି? କରନ୍ତୁ ଏହି ଉପଚାର

ବେଳେବେଳେ ଆମେ ପେଟର ବିଭିନ୍ନ ସମସ୍ୟା ଦ୍ୱାରା ଆକ୍ରାନ୍ତ ହୋଇଥାଉ l ଯାହାର କଷ୍ଟ ଆମ ପାଇଁ ଅତି ଅସହନୀୟ ହୋଇ ପଡିଥାଏ l ସେଥିମଧ୍ୟରୁ ଗୋଟିଏ ହେଉଛି ପେଟ ଫୁଲା ଅର୍ଥାତ ପେଟ ଫମ୍ପେଇବା ଆମେ ଯାହାକୁ କହିଥାଉ l ଏହି ସମସ୍ୟା ବିଭିନ୍ନ କାରଣରୁ ହୋଇଥାଏ l ଆସନ୍ତୁ ଜାଣିବା ପେଟ ଫମ୍ପେଇବାର କଣ ସବୁ ରହିଛି କାରଣ l

Stomach bloating

News Summary

ଅମୃତଭଣ୍ଡା ପେଟ ପାଇଁ ଖୁବ ହିତକର

 ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଖାଦ୍ୟର ଅନିମିତତା ଯୋଗୁ ପ୍ରାୟ ସମୟରେ ପେଟ ଜନିତ ସମସ୍ୟା ଦେଖାଦେଇଥାଏ । ସାଧାରଣତଃ ପ୍ରାୟ ମଣିଷଙ୍କ କ୍ଷେତ୍ରରେ ପେଟ ଫମ୍ପେଇବା ସମସ୍ୟା ଦେଖାଦେଇଥାଏ । ଏହା ବିଭିନ୍ନ କାରଣରୁ ମଧ୍ୟ ହୋଇଥାଏ । 

 ପାନ ମାଧୁରୀ ପାଣି ହିତକର:

ଦହି ସେବନ କରନ୍ତୁ:

ଅଦାକୁ ସାମିଲ କରନ୍ତୁ:

ଅମୃତଭଣ୍ଡା ଖାଇବା ଦ୍ୱାରା ମିଳିଥାଏ ଲାଭ:

ପୁଦିନା ଚା: