Astrospeak
  • Live TV
  • Read In English

ରାତ୍ରୀ ସ୍ନାନ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ,ଜାଣନ୍ତୁ ଏହାର ଫାଇଦା

ସକାଳ ସମୟରେ ଗାଧୋଇବା ହେଉଛି ଗୋଟିଏ ଭଲ ଅଭ୍ୟାସ, ଯେଉଁ କାରଣରୁ ଆପଣ ସାରା ଦିନ ସତେଜ ଅନୁଭବ କରନ୍ତି । କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ ।

Night bath
Night bath

News Summary

ଉଷୁମ ପାଣିରେ ଗୋଧୋଇଲେ ଶୀଘ୍ର ନିଦ ଆସିଥାଏ

ଉଷ୍ମ ସ୍ନାନ କରିବା ଦ୍ୱାରା ରକ୍ତଚାପ କମିଥାଏ

ସକାଳ ସମୟରେ ଗାଧୋଇବା ହେଉଛି ଗୋଟିଏ ଭଲ ଅଭ୍ୟାସ, ଯେଉଁ କାରଣରୁ ଆପଣ ସାରା ଦିନ ସତେଜ ଅନୁଭବ କରନ୍ତି । କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ । ଚାଲନ୍ତୁ ଜାଣିବା ରାତିରେ ଗୋଧୋଇବା କେତେ ଲାଭଦାୟକ ।