ଇମ୍ୟୁନିଟି ବଢାଇବା ସହ ବିଭିନ୍ନ ସଂକ୍ରମଣରୁ ରକ୍ଷା କରେ ଲେମ୍ବୁ ରସ

ଲେମ୍ବୁ ରସ ଶରୀର ପାଇଁ ଖୁବ ଉପଯୋଗୀ ଅଟେ । ଗବେଷଣା ଅନୁସାରେ ଜଣା ପଡିଛି ଯେ ଲେମ୍ବୁରସରେ ଏପରି କିଛି ଗୁଣ ଯାହା ଆମକୁ ବିଭିନ ସଂକ୍ରମଣରୁ ରକ୍ଷା କରିବା ସହିତ ବିଶେଷ କରି ବର୍ଷା ଋତୁରେ ବିଭିନ ସଂକ୍ରମଣରୁ ରକ୍ଷା କରିଥାଏ ।

Lemon juice

News Summary

ଲେମ୍ବୁରସ ଚର୍ମରେ ଚମକ ଆଣିଥାଏ 

ଲେମ୍ବୁରସ ଆମର ଇମ୍ୟୁନିଟି ବଢାଇବା ସହିତ ପାଚନ ତନ୍ତ୍ରକୁ ଠିକ କରିଥାଏ ଓ ଶରୀରର PH ଲେବୁଲ କୁ ମଧ୍ୟ ଠିକ ରଖେ । ଲେମ୍ବୁରେ ସାଇଟରିକ ଏସିଡ ରହିଥିବା କାରଣରୁ ଭିଟାମିନ ସି ରେ ଭରପୁର ରହିଥାଏ । ପ୍ରତିଦିନ ଲେମ୍ବୁରସ ଖାଇବା ଓ ଶୋଇବା ପୂର୍ବରୁ ଅଧଚାମଚ ପିଇବା ଦ୍ୱାରା ଶ୍ୱାସ ରୋଗରୁ ଆରାମ ମିଳିଥାଏ । ଯଦି ଆପଣ କୌଣସି ଥଣ୍ଡା ଜନିତ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି ତେବେ ପ୍ରତିଦିନ ଲେମ୍ବୁରସ ସେବନ କରନ୍ତୁ । ଲେମ୍ବୁ ରେ ଇମ୍ୟୁନିଟି ବଢାଇବାର ଗୁଣ ରହିଛି । ଆମେ ଯଦି ପ୍ରତିଦିନ ଦୁଇ ପାଖୁଡା ରସୁଣ ସହିତ ଲେମ୍ବୁରସ ଦିନକୁ ୪ ରୁ ୫ ଥର ସେବନ କରିବା ତେବେ କାଶ, କଫ ଓ ଥଣ୍ଡା ଜନିତ ସମସ୍ୟା ଦୂର ହେବ ।