Astrospeak
  • Live TV
  • Read In English

ବ୍ଲଡ୍ ଗ୍ରୁପରୁ ଜାଣନ୍ତୁ ମଣିଷର ସ୍ୱଭାବ

ମିଣିଷ ମଧ୍ୟରେ ୪ ପ୍ରକାରର ବ୍ଲଡ୍‌ ଗ୍ରୁପ୍ ମିଳିଥାଏ । କଣ ଆପଣ ଜାଣନ୍ତି ଏହି ବ୍ଲଡ୍‌ ଗ୍ରୁପ୍ ଦ୍ୱାରା ମଣିଷର ସ୍ୱଭାବ ବିଷୟରେ ଜଣା ପଡିଥାଏ ? ତେବେ ବ୍ଲଡ୍‌ ଗ୍ରୁପ୍ ଆଧାରରେ ମଣିଷର ସ୍ୱାଭାବ ବିଷୟରେ ଜାଣିବା ଜାପାନୀ ଜ୍ୟୋତିଷ ଶାସ୍ତ୍ରର ଏକ ଅଂଶ ।

Nature from Blood groups
Nature from Blood groups

News Summary

 'o+' ବ୍ଲଡ୍‌ ଗ୍ରୁପ୍ ଥିବା ବ୍ୟକ୍ତିମାନେ ସ୍ୱାଧୀନ ଅଟନ୍ତି

'A' ବ୍ଲଡ୍ ଗ୍ରୁପ୍ ଥିବା ବ୍ୟକ୍ତିମାନେ ସ୍ୱଭାବରେ ସମ୍ବେଦନଶୀଳ ଅଟନ୍ତି

ମଣିଷର ପ୍ରତ୍ୟେକ ବ୍ୟକ୍ତିଙ୍କର ବ୍ଲଡ୍‌ ଗ୍ରୁପ୍ ଅଲଗା, ଯାହା ଆପଣ ନିଶ୍ଚୟ ଅନେକ ଥର ଫିଲ୍ମରେ ଶୁଣିଥିବେ, “ଗରମ ରକ୍ତ”, “ଜବାନ୍ ରକ୍ତ” … କିନ୍ତୁ କ’ଣ ବ୍ଲଡ୍‌ ଗ୍ରୁପ୍ ଦ୍ୱାରା ମଣିଷର ସ୍ୱଭାବ ବିଷୟରେ ଜଣା ପଡିଥାଏ । ପ୍ରକୃତରେ, ବ୍ଲଡ୍‌ ଗ୍ରୁପ୍ ଆଧାରରେ ମଣିଷର ସ୍ୱଭାବ ବିଷୟରେ ଜାଣିବା ଜାପାନୀ ଜ୍ୟୋତିଷ ଶାସ୍ତ୍ରର ଏକ ଅଂଶ ।  ମଣିଷ ମଧ୍ୟରେ ୪ ପ୍ରକାରର ବ୍ଲଡ୍‌ ଗ୍ରୁପ୍ ମିଳିଥାଏ  । A, B, O ଏବଂ AB, ଯାହା ଆଧାରରେ ଆମେ ଆପଣଙ୍କୁ ଲୋକମାନଙ୍କର ବ୍ୟକ୍ତିତ୍ୱ ବିଷୟରେ ଜଣେଇବୁ  ।

Also Read

ଟାଇପ୍ A+ :

ନିଜ ଭାବନାକୁ ଲୁଚାଇ ରଖୁଥିବା A ବ୍ଲଡ୍‌ ଗ୍ରୁପର ବ୍ୟକ୍ତି, ଜୀବନରେ ସଫଳତା ହାସଲ କରିଥାନ୍ତି । ବନ୍ଧୁତା ଏବଂ ସମ୍ପର୍କ ବଜାୟ ରଖିବାରେ ମଧ୍ୟ ସେମାନେ ବହୁତ ଆଗରେ ରହିଥାନ୍ତି ।

ଟାଇପ୍ B+ :

ଟାଇପ୍ B- :

ଟାଇପ୍ AB+ :

ଟାଇପ୍ AB- :

ଟାଇପ୍ O+ :

ଟାଇପ୍ O- :