ହାଡ଼କୁ ରଖନ୍ତୁ ମଜବୁତ୍,ଏହିସବୁ ଖରାପ ଅଭ୍ୟାସଠାରୁ ଦୂରେଇ ରହନ୍ତୁ

ସୁସ୍ଥ ଶରୀର ପାଇଁ ହାଡ଼ ମଜବୁତ୍ ରହିବା ଦରକାର । ମଣିଷର ହାଡ଼ ୨୫ ବର୍ଷ ପର୍ଯ୍ୟନ୍ତ ମଜବୁତ ରହିଥାଏ । ଏହାପରେ ଶରୀରରେ କ୍ୟାଲସିୟମ କମିବାକୁ ଲାଗିଥାଏ । କ୍ୟାଲସିୟମ ଅଭାବରୁ ଆପଣ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇ ପାରନ୍ତି । ଛୋଟ ପିଲାଙ୍କ ଶରୀରରେ ହାଡ଼ର ବିକାଶ କରିବା ପାଇଁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ ଓ ଭିଟାମିନ-ଡି ର ସଠିକ ମାତ୍ର ମଧ୍ୟ ଦେବା ଉଚିତ । ଭିଟାମିନ ଡି କ୍ୟାଲସିୟମକୁ ସଠିକ ମାତ୍ରାରେ ଶରୀରରେ ପହଞ୍ଚାଇବା ପାଇଁ କାମ କରିଥାଏ । ହାଡ଼କୁ ମଜବୁତ କରିବା ପାଇଁ ଏହି ସବୁ ଉପାୟ ଅବଲମ୍ବୋନ କରନ୍ତୁ ।

Keep the bones strong

News Summary

ହାଡକୁ ମଜବୁତ୍ ରଖିବା ପାଇଁ ଏସିଡ଼ିଟି ସମ୍ବନ୍ଧିୟ ଔଷଧ କମ୍ ଖାଇବା ଆବଶ୍ୟକ

ହାଡ଼କୁ ସୁସ୍ଥ ରଖିବା ପାଇଁ ଅଧିକ ଚିନ୍ତା ଠିକ ନୁହେଁ