ଶୀତଋତୁରେ ବେଶ ଉପଯୋଗୀ ଶୁଣ୍ଠୀ ,ଏଥିରେ ଭରି ରହିଛି ଔଷଧୀୟ ଗୁଣ

ଶୁଣ୍ଠୀ ଅର୍ଥ ଶୁଖିଲା ଅଦା । ଏହାର ପ୍ରୟୋଗ ପ୍ରାୟ ସମସ୍ତଙ୍କ ଘରେ କରାଯାଇଥାଏ । କଣ ଆପଣ ଜାଣିଛନ୍ତି ଏହାର ପ୍ରୟୋଗ କେବଳ ଗୋଟିଏ ଔଷଧ ଭାବରେ ନୁହେଁ ମସଲା ଭାବରେ ମଧ୍ୟ କରାଯାଇଥାଏ l ଏହାକୁ ସେବନ କରିବା ଦ୍ୱାରା ଆପଣ ଅଧିକାଂଶ ରୋଗରୁ ରକ୍ଷା ପାଇ ପାରିବେ ।

Dried ginger for health

News Summary

ଆପଣଙ୍କ ଓଜନ ଅଧିକ ବୃଦ୍ଧି ହେଉଛି ତେବେ ଆପଣ ନିୟମିତ ଶୁଣ୍ଠୀ ଗୁଣ୍ଡ ସେବନ କରନ୍ତୁ

ବିଶେଷ ଭାବରେ ଶୀତଋତୁରେ ଶୁଣ୍ଠୀ ର ପ୍ରୟୋଗ କରାଯାଇ ଥାଏ l ଶୁଣ୍ଠୀ ଗୋଟିଏ ଗରମ ଜିନିଷ ଯାହା ଶରୀରକୁ ଭିତରୁ ଗରମ ରଖିଥାଏ l ତେବେ ଚାଲନ୍ତୁ ଜାଣିବା ଏହା ଶରୀର ପାଇଁ କେତେ ଉପଯୋଗୀ ।

Dried ginger for health