କଫି ପିଇବା ଶରୀର ପାଇଁ ହିତକର ନା ହାନିକାରକ ? କଣ କହନ୍ତି ବିଶେଷଜ୍ଞ

ଆମ ମଧ୍ୟରୁ ଅଧିକାଂଶ କଫି ନପିଇଲେ ସକାଳେ ନିଦରୁ ଉଠନ୍ତି ନାହିଁ । ଏହାର କାରଣ ହେଉଛି କଫିରେ ମିଳୁଥିବା କେଫିନ୍। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ ଦିନରେ ଅଧିକ କଫି ପିଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଯଦି ଏହା ସଠିକ୍ ପରିମାଣରେ ପିଅନ୍ତି ତାହେଲେ ଏହାର ଅନେକ ଲାଭ ମଧ୍ୟ ମିଳିପାରେ ।

Benifits of cofee

News Summary

ଚର୍ବି କମାଇବାରେ ସାହାଯ୍ୟ କରେ କଫି

 ଶକ୍ତି ସ୍ତର ବଢ଼ାଇବାରେ ସାହାଯ୍ୟ କରେ କଫି

କଫି ପିଇଲେ ନିଦ ହୁଏ ନାହିଁ ଓ ଶରୀରରେ ନୂଆ ଶକ୍ତି ମିଳେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ କଫି ବିଶ୍ୱର ସବୁଠାରୁ ଲୋକପ୍ରିୟ ପାନୀୟ ମଧ୍ୟରୁ ଅନ୍ୟତମ । ଏଥିରେ ଥିବା ଉଚ୍ଚ ସ୍ତରର ଆଣ୍ଟିଅକ୍ସିଡାଣ୍ଟ ଓ ଉପକାରି ପୋଷକ ତତ୍ୱ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା କଫି ପିଇବାର କିଛି ସ୍ୱାସ୍ଥ୍ୟଜନିତ ଉପକାରିତା ।

Benifits of Cofee