ଓଜନ ବୃଦ୍ଧି ପାଇଁ ଖାଦ୍ୟରେ ସାମିଲ କରନ୍ତୁ ୧୦ଟି ପୋଷକ ଖାଦ୍ୟ

ଶରୀରରରେ ଖାଦ୍ୟର ସନ୍ତୁଳନ ଠିକ୍ ରହିଲେ ଓଜନ ଠିକ୍ ରହିଥାଏ । ଓଜନ କମାଇବା ଯେତିକି କଷ୍ଟ, ଓଜନ ବଢାଇବା ମଧ୍ୟ କିଛି ଲୋକଙ୍କ ପାଇଁ ସମାନ କଷ୍ଟ । ଆଜି ଆମେ ଜାଣିବା କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଓଜନ ବୃଦ୍ଧି ପାଇଥାଏ ।

Nutritious foods For gain weight

News Summary

ଶରରୀରେ ଓଜନ ବୃଦ୍ଧି କରାଏ କ୍ଷୀର ଏବଂ ମହୁ

ବାର୍ଲି ଖାଇଲେ ବଢିଥାଏ ଓଜନ

କିସମିସ୍ ଖାଇଲେ ବଢଇଥାଏ ଓଜନ

ସ୍ୱାସ୍ଥ୍ୟ ହିଁ ସଂପଦ । ଶରୀରରରେ ଖାଦ୍ୟର ସନ୍ତୁଳନ ଠିକ୍ ରହିଲେ ଓଜନ ଠିକ୍ ରହିଥାଏ । ଓଜନ କମାଇବା ଯେତିକି କଷ୍ଟ, ଓଜନ ବଢାଇବା ମଧ୍ୟ କିଛି ଲୋକଙ୍କ ପାଇଁ ସମାନ କଷ୍ଟ । ଆଜି ଆମେ ଜାଣିବା କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଓଜନ ବୃଦ୍ଧି ପାଇଥାଏ ।

ଓଜନ ବୃଦ୍ଧି ପାଇଁ ଆବଶ୍ୟକୀୟ ଖାଦ୍ୟ: