ସ୍ୱାସ୍ଥ୍ୟ ପାଇଁ ରସୁଣ,ଜାଣନ୍ତୁ ଏହାର ଉପକାରିତା

ରସୁଣ ଯେକୌଣସି ରୋଷେଇର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ଏହାର ବିଶେଷତା କେବଳ ଏତିକି ନୁହେଁ, ଆମେ ଏହାକୁ ଅନେକ ରୋଗରୁ ରକ୍ଷା ପାଇବା ପାଇଁ ମଧ୍ୟ ଆମେ ବ୍ୟବହାର କରିଥାଉ । ରସୁଣରେ ପ୍ରୋଟିନ୍, କାର୍ବସ୍, ମିନେରାଲ୍ସ, ଚୂନ ଏବଂ ଆଇରନ୍ ଥାଏ ।

Benefits of garlic

News Summary

 ଶରୀରରେ ରକ୍ତକୁ ସଫା ରଖେ ରସୁଣ

ହାଡ଼କୁ ମଜବୁତ୍ କରାଏ ରସୁଣ

ରକ୍ତଚାପକୁ ନିୟନ୍ତ୍ରଣ କରେ ରସୁଣ

ସ୍ୱାସ୍ଥ୍ୟ ପାଇଁ ରସୁଣ ବହୁତ ଲାଭଦାୟକ ଅଟେ । ରସୁଣ ଯେକୌଣସି ରୋଷେଇର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ଏହାର ବିଶେଷତା କେବଳ ଏତିକି ନୁହେଁ, ଆମେ ଏହାକୁ ଅନେକ ରୋଗରୁ ରକ୍ଷା ପାଇବା ପାଇଁ ମଧ୍ୟ ଆମେ ବ୍ୟବହାର କରିଥାଉ । ରସୁଣରେ ପ୍ରୋଟିନ୍, କାର୍ବସ୍, ମିନେରାଲ୍ସ, ଚୂନ ଏବଂ ଆଇରନ୍ ଥାଏ । ଚୀନ୍ ପରେ ଏହା ଭାରତରେ ସର୍ବାଧିକ ବ୍ୟବହୃତ ଏବଂ ଉତ୍ପାଦିତ ଶସ୍ୟ ଅଟେ । ତେବେ ଚାଲନ୍ତୁ ଜାଣିବା ରସୁଣର ବିଭିନ୍ନ ଲାଭଦାୟକ ଗୁଣ ବିଷୟରେ ...