ଜଳଖିଆରେ ଖାଉଛନ୍ତି କର୍ଣ୍ଣ୍,ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ସକାଳ ଜଳଖିଆଠୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ ଠିକ୍ ଭାବେ ଡାଏଟ୍ ନେବା ଦରକାର । ବିଶେଷ କରି ଓଜନ କମାଇବା ପାଇଁ ପ୍ରତିଦିନ ଜଳଖିଆରେ କର୍ଣ୍ଣ୍ ଫ୍ଲେକ୍ସ ଖାଇବା ଦିନକୁ ଦିନ ବୃଦ୍ଧି ପାଇଛି । କର୍ଣ୍ଣ୍ ଫ୍ଲେକ୍ସ ଆମ ଭାରତୀୟ ଡାଏଟରେ ଏକ ବଡ଼ ଖାଦ୍ୟ ଭାବେ ସାମିଲ କରାଯାଏ । ତେବେ ଏହାକୁ ଖାଇବା ଦ୍ୱାରା ଶରୀରର ବହୁ ଲାଭ ସହତ ଅନେକ ପ୍ରକାରର କ୍ଷତି ମଧ୍ୟ ହୋଇପାରେ।

Cornflakes

News Summary

କର୍ଣ୍ଣ ଫ୍ଲେକ୍ସ ଖାଇବା ଦ୍ୱାରା ମଧୁମେହ ହେବାର ଆଶଙ୍କା ବଢିଥାଏ

କର୍ଣ୍ଣ ଫ୍ଲେକ୍ସ ଖାଇବା ଦ୍ୱାରା ଉଭୟ ଓଜନ ବୃଦ୍ଧି ହୋଇଥାଏ

ସମସ୍ତେ ସ୍ୱାସ୍ଥ୍ୟ ପାଇଁ ବହୁତ ସଚେତନ । ସକାଳ ଜଳଖିଆଠୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ ଠିକ୍ ଭାବେ ଡାଏଟ୍ ନେବା ଦରକାର । ବିଶେଷ କରି ଓଜନ କମାଇବା ପାଇଁ ପ୍ରତିଦିନ ଜଳଖିଆରେ କର୍ଣ୍ଣ୍ ଫ୍ଲେକ୍ସ ଖାଇବା ଦିନକୁ ଦିନ ବୃଦ୍ଧି ପାଇଛି । କର୍ଣ୍ଣ‌ ଫ୍ଲେକ୍ସ, ଆମ ଭାରତୀୟ ଡାଏଟରେ ଏକ ବଡ଼ ଖାଦ୍ୟ ଭାବେ ସାମିଲ କରାଯାଏ । ତେବେ ଏହାକୁ ଖାଇବା ଦ୍ୱାରା ଶରୀରର ବହୁ ଲାଭ ସହତ ଅନେକ ପ୍ରକାରର କ୍ଷତି ମଧ୍ୟ ହୋଇପାରେ। ଆସନ୍ତୁ ଜାଣିବା ଏହା ବିଷୟରେ ।