Advertisment

ରକ୍ତରେ ଅକ୍ସିଜେନ ସ୍ତରକୁ ଠିକ୍ ରଖିବା ପାଇଁ ଏହି ସବୁ ଖାଦ୍ୟ ଖଆନ୍ତୁ

ବର୍ତ୍ତମାନ ସମୟରେ କରୋନା ମହାମାରୀ ଓ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହେଉଥିବା ଅଧିକାଂଶ ଲୋକଙ୍କ ମଧ୍ୟରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ବର୍ତମାନ ଗବେଷକ ମାନେ ଏଭଳି ଗବେଷଣା ଆରମ୍ଭ କରିଛନ୍ତି ଯାହାଦ୍ୱାରା ଖାଦ୍ୟ ମାଧ୍ୟମରେ ରକ୍ତରେ ଅକ୍ସିଜେନ ସ୍ତର ଠିକ ରଖାଯାଇ ପାରିବ । ବିଶେଷଜ୍ଞ ମାନଙ୍କ ଅନୁସାରେ ଏହି ପରିସ୍ଥିତି ରେ ଅକ୍ସିଜେନ ଯୁକ୍ତ ଖାଦ୍ୟ ଖାଇବା ହେଉଛି ଗୋଟିଏ ମାତ୍ର ବିକଳ୍ପ ।

ଅଦ୍ୟତନ ହୋଇଛି
your blood oxygen levels right

your blood oxygen levels right

Advertisment

ଯଦି ଆପଣ ନିଜ ରକ୍ତରେ ଅକ୍ସିଜେନ ସ୍ତର ବଢାଇବା ପାଇଁ କିଛି ଖାଦ୍ୟରେ ଆପଣ ୮୦ ପ୍ରତିଶତ ଅଲ୍କାଲାଇନ୍ ଯୁକ୍ତ ଖାଦ୍ୟ ଭରପୁର ମାତ୍ରାରେ ଖାଇବା ଆବଶ୍ୟକ । ଏହା ଆପଣଙ୍କ ରକ୍ତରେ ଅକ୍ସିଜେନ ସ୍ତରକୁ ବଢ଼ାଇଥାଏ । ଗବେଷକ ମାନଙ୍କ ମତରେ ଏହିସବୁ ଖାଦ୍ୟରୁ ଅକ୍ସିଜେନ ପାଇବା କାରଣରୁ ଆପଣ ଆଗ ଅପେକ୍ଷା ଅଧିକ ସତେଜ ଅନୁଭବ କରିବେ । ଅଲ୍କଲାଇନ୍ ଯୁକ୍ତ ଖାଦ୍ୟ ରକ୍ତରେ ଅକ୍ସିଜେନ ସ୍ତରକୁ ବଢ଼ାଇଥାଏ । ଲେକଟିକ ଏସିଡ ର ନିର୍ମାଣ ହେବାକୁ ଅଟକାଇ ଥାଏ । ଶରୀରରେ ପିଏଚ ସ୍ତରକୁ ସାମାନ୍ୟ ରଖିଥାଏ ।

Advertisment

ନାସପାତି ,ସପୁରି ଓ କିସମିସ:

ଏହିସବୁ ଖାଦ୍ୟକୁ ଖାଇବା ଦ୍ୱାରା ଅକ୍ସିଜେନ ସ୍ତର ବୃଦ୍ଧି ପାଇଥାଏ । ଏହି ସମସ୍ତ ଖାଦ୍ୟର ପିଏଚ ସ୍ତର ୮.୫ ଅଟେ । ଏହା ସହିତ ଭିଟାମିନ ଏ ,ବି ଓ ସି ଏବଂ ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ମିଳିଥାଏ । ଏହା ସହିତ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ।

ଲେମ୍ବୁ:

ଲେମ୍ବୁ ଅକ୍ସିଜେନ ଯୁକ୍ତ ଭୋଜନ ମାନଙ୍କ ମଧ୍ୟରୁ ଗୋଟିଏ । ଖାସ କରି ଏହା ଅମ୍ଳଯୁକ୍ତ ହୋଇଥାଏ । କିନ୍ତୁ ଏହା ଶରୀରକୁ ଯିବା ମାତ୍ରକେ ଅଲ୍କାଲାଇନ୍ ରେ ପରିଣତ ହୋଇଯାଏ । କାଶ ,ଥଣ୍ଡା ,ସର୍ଦି ,ଛାତି ଜ୍ୱଳନ୍ତ ସମସ୍ୟା ପାଇଁ ଏହାକୁ ସେବନ କରିବା ଦ୍ୱାରା ଆରାମ ମିଳିଥାଏ । ଲିଭର ପାଇଁ ମଧ୍ୟ ଗୋଟିଏ ଭଲ ଟନିକ ଅଟେ ।

Advertisment

ଅମୃତ ଭଣ୍ଡା ଓ ଆମ୍ବ:

ଅମୃତଭଣ୍ଡା ଓ ଆମ୍ବର ପିଏଚ ଭାଲ୍ୟୁ ୮ .୫ ଅଟେ । ଏହି ଦୁଇଟି ଫଳ କିଡ୍ନୀ କୁ ସଫା ରଖି ଥାଆନ୍ତି । ଅମୃତଭଣ୍ଡା ଅନ୍ତକୁ ସଫା ରଖିଥାଏ ଓ ମଳ ତ୍ୟାଗକୁ ନିୟନ୍ତ୍ରିତ ରଖିଥାଏ । ରକ୍ତରେ ଅକ୍ସିଜେନ ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

Health News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ