Advertisment

ପ୍ରତିଦିନ ପିଉଛନ୍ତି କି 'ଚା',ଶରୀର ପାଇଁ ହୋଇପାରେ କ୍ଷତିକାରକ

ସକାଳୁ ଉଠିଲେ ଆଗ ସମସ୍ତେ 'ଚା' ଖୋଜିଥାନ୍ତି । ହେଲେ ଏହି ଚା ଶରୀର ପାଇଁ ବହୁ କ୍ଷତି ପହଞ୍ଚାଇଥାଏ । ପ୍ରତିଦିନ କ୍ଷୀର 'ଚା' ପିଇବା ଦ୍ୱାରା ଶରୀରକୁ ବହୁ କ୍ଷତି ପହଞ୍ଚାଇ ଥାଏ । ତେବେ ଚାଲନ୍ତୁ ଜାଣିବା 'ଚା' ପିଇବା ଦ୍ୱାରା ଶରରୀର କଣ କ୍ଷତି ହୋଇଥାଏ ।

ଅଦ୍ୟତନ ହୋଇଛି
Drinking tea every day can be harmful

Drinking tea every day can be harmful

Advertisment

ସକାଳୁ ଉଠିଲେ ଆଗ ସମସ୍ତେ ଚା ଖୋଜିଥାନ୍ତି । ହେଲେ ଏହି ଚା ଶରୀର ପାଇଁ ବହୁ କ୍ଷତି ପହଞ୍ଚାଇଥାଏ । ପ୍ରତିଦିନ କ୍ଷୀର ଚା ପିଇବା ଦ୍ୱାରା ଶରୀରକୁ ବହୁ କ୍ଷତି ପହଞ୍ଚାଇ ଥାଏ । ତେବେ ଚାଲନ୍ତୁ ଜାଣିବା 'ଚା' ପିଇବା ଦ୍ୱାରା ଶରରୀର କଣ କ୍ଷତି ହୋଇଥାଏ ।

Advertisment
  • ଚା ରେ ଖୁବ କମ୍ କ୍ୟାଲୋରୀ ରହିଥାଏ, ତା ସହିତ ଏଥିରେ ଏପରି କିଛି ରସାୟନ ରହିଥାଏ ଯାହା ଶରୀର ପାଇଁ କ୍ଷତିକାରକ ଅଟେ । କମ୍ କ୍ୟାଲୋରୀ ଯୁକ୍ତ ଚା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • କ୍ଷୀର ଚା ପାଖାପାଖି କଳା ରଙ୍ଗର ଚା ପତିରେ ପ୍ରସ୍ତୁତ ହୋଇଥାଏ , ଏଥିରେ ପାଖାପାଖି ୪୭ ମିଲିଗ୍ରାମ କାଫିନ ରହିଥାଏ । ତେଣୁ କରି ଏହା ନିଦ୍ରା ହୀନତାର ସାମାନ୍ୟ କାରଣ ହୋଇପାରେ । ତେଣୁ ଶୋଇବା ପୂର୍ବରୁ କେବେବି ଚା ପିଇବା ଉଚିତ ନୁହେଁ ।
  • ପ୍ରତିଦିନ ଚା ପିଇବା ଶରୀର ପାଇଁ ଠିକ୍ ନୁହେଁ । କାରଣ ଚା ଗୁଣ୍ଡରେ ଟାନିନ୍ ରହିଥାଏ ,ଏହି ଯୌଗିକରେ ଅଧିକ ଅମ୍ଳ ରହିଥାଏ । ତେଣୁ କ୍ଷୀର ଚା ପିଇବା ଉଚିତ ନୁହେଁ।
  • ଟି-ରିସର୍ଚ୍ଚ ଆସୋସିଏସନ ଇଣ୍ଡିଆ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ ଯେତେବେଳେ କ୍ଷୀର ଓ ଚା ମିଶି ଯାଇ ଥାଆନ୍ତି ତେବେ ଚା ରେ ଥିବା ପ୍ରୋଟିନ ଚା ର ଯୌଗିକ ସହିତ ମିଶିବା ଓଜନ ହ୍ରାସ ହୋଇଥାଏ ।
  • ଚା ପ୍ରତିଦିନ ପିଇବାର ଅର୍ଥ ଚିନ୍ତାର ଲକ୍ଷଣ ଦେଖା ଦେବା । ଗବେଷଣାରୁ ଜଣାପଡିଛି ଯେ ଚା ରେ ଥିବା କାଫିନ ମଣିଷକୁ ଚିଡିଚିଡା ସ୍ୱଭାବର କରିଦେଇଥାଏ । ଯାହା ଶରୀରକୁ ବିଭିନ୍ନ ରୋଗକୁ ସାମ୍ନା କରାଇ ଥାଏ ।
  • ଟାଇପ-୨ ମଧୁମେହକୁ ବଢାଇପାରେ ଚା । କାରଣ କାଫିନ ଓ କ୍ଷୀରର ମିଶ୍ରଣ ସହିତ ମିଶିବା ଦ୍ୱାରା ଟାଇପ-୨ ମଧୁମେହ ସମସ୍ୟା ଦେଖାଦେଇଥାଏ l
  • ପ୍ରତିଦିନ ଖାଲି ପେଟରେ ଚା ପିଇବା ଉଚିତ୍ ନୁହେଁ, କାରଣ ଏହା ପେଟରେ ଏସିଡିଟି ସମସ୍ୟ ସୃଷ୍ଟି କରିଥାଏ ।
Health News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ