ସକାଳେ ପିଅନ୍ତୁ ‘ଲେମନ ଟି’, ମିଳିବ ଅନେକ ଫାଇଦା

ଲେମନ ଟି ଅର୍ଥାତ ଲେମ୍ବୁ ଚା ସବୁ ଭାରତୀୟ ମାନଙ୍କର ଗୋଟିଏ ପ୍ରିୟ ପାନୀୟ । ଲେମନ ଟିରେ ଅଣ୍ଟିବ୍ୟାକ୍ଟେରିଆଲ ପ୍ରପର୍ଟିଜ ରହିଛି l ଯାହା ଆମକୁ ସଂକ୍ରମଣ ଠାରୁ ରକ୍ଷା କରିଥାଏ । ଲେମ୍ବୁ ଚା କୁ ସେବନ କରିବା ଦ୍ୱାରା ଗଳାର ଯନ୍ତ୍ରଣା ଦୂର ହୋଇଥାଏ ।

Benifits of Lemon Tea

News Summary

ପାଚନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ ଲେମ୍ବୁ ଚା

ଲେମ୍ବୁ ଚା ହାର୍ଟ ପାଇଁ ଖୁବ ହିତକର

ସ୍ୱାସ୍ଥ୍ୟ ପାଇଁ ଲେମନ ଟି ଲାଭଦାୟକ ଅଟେ । ଲେମନ ଟି ଆପଣଙ୍କୁ ସୁସ୍ଥ ରଖିବା ସହିତ ଶରୀରକୁ ଦେଇଥାଏ ଅଦ୍ଭୁତ ଲାଭ । ଲେମନ ଟି ଅର୍ଥାତ ଲେମ୍ବୁ ଚା ସବୁ ଭାରତୀୟ ମାନଙ୍କର ଗୋଟିଏ ପ୍ରିୟ ପାନୀୟ । ଲେମନ ଟିରେ ଅଣ୍ଟିବ୍ୟାକ୍ଟେରିଆଲ ପ୍ରପର୍ଟିଜ ରହିଛି । ଯାହା ଆମକୁ ସଂକ୍ରମଣ ଠାରୁ ରକ୍ଷା କରିଥାଏ । ଲେମ୍ବୁ ଚା କୁ ସେବନ କରିବା ଦ୍ୱାରା ଗଳାର ଯନ୍ତ୍ରଣା ଦୂର ହୋଇଥାଏ