ଖାଇବା ପରେ ଖାଇବାକୁ ଭୁଲନ୍ତୁ ନାହିଁ ଏହି ୨ଟି ଜିନିଷ, ଶରୀର ପାଇଁ ରାମବାଣ

ଘିଅ ଓ ଗୁଡ଼ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ । ଉଭୟ ଘିଅ ଓ ଗୁଡ ସ୍ୱାସ୍ଥ୍ୟ ପାଇଁ ହିତକର । କିନ୍ତୁ ସାଧାରଣତଃ ଏହାକୁ ଆମେ ଅଲଗା ଅଲଗା ବ୍ୟବହାର କରିଥାଉ । ଯଦି ଘିଅ ଓ ଗୁଡକୁ ଏକାସାଙ୍ଗରେ ସେବନ କରଯାଏ ତାହେଲେ ଶରୀରକୁ ଏହା ଅନେକ ଲାଭ ଦେଇଥାଏ । ବିଶେଷଜ୍ଞଙ୍କ କହିବାନୁଯାୟୀ, ଘିଅ ଓ ଗୁଡ଼ର ମିଶ୍ରଣ ସୁପରଫୁଡ ଭଳି କାମ କରିଥାଏ ।

benefits of jaggery and ghee

News Summary

ଘିଅ ଓ ଗୁଡ଼ର କମ୍ବିନେସନ ଶରୀରକୁ ଅନେକ ଲାଭ ପହଞ୍ଚାଇଥାଏ

ଘିଅ ଓ ଗୁଡକୁ ଆୟୁର୍ବେଦରେ ମଧ୍ୟ ଅନେକ ସମସ୍ୟା ଦୂର କରିବାକୁ ଉତ୍ତମ ବିକଳ୍ପ ବୋଲି କୁହାଯାଏ । ଏହି ଦୁଇଟିର ମିଶ୍ରଣ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଘିଅ ଓ ଗୁଡର କମ୍ବିନେସନ ଶରୀରକୁ ଅନେକ ଲାଭ ପହଞ୍ଚାଇଥାଏ ।  ଚାଲନ୍ତୁ ଜାଣିବା ଏହାକୁ କେଉଁ ସମୟରେ ଖାଇବା ଶରୀର ପାଇଁ ଭଲ ଅଟେ ।