ପ୍ରତିଦିନ ଚଲାନ୍ତୁ ସାଇକେଲ,ଫିଟ୍ ରହିବ ଶରୀର

ପ୍ରତିଦିନ ସକାଳୁ ସାଇକେଲ ଚଲାଇବା ଏକ ବଡ଼ ବ୍ୟାୟାମ୍ ଅଟେ । ଶରୀର ପାଇଁ ଏହା ବହୁତ ଲାଭଦାୟକ ଅଟେ । ପ୍ରତିଦିନ ୩୦ ମିନିଟରୁ ଅଧିକ ସାଇକେଲ ଚଲାଇବା ଦ୍ୱାରା ଶରୀରରେ ଓଜନ କମ୍ ହେବା ସହିତ ବିଭିନ୍ନ ରୋଗ ମଧ୍ୟ ଭଲ ହୋଇଯାଇଥାଏ ।

Cycling every day

News Summary

ସାଇକେଲ ଚଲାଇବା ଦ୍ୱାରା ମାଂସପେଶୀ ଏବଂ ହାଡ଼ ମଜବୁତ ହୁଏ

ସାଇକେଲ ଚଲାଇବା ଦ୍ୱାରା ଶରୀରର ଓଜନ କମିଥାଏ

ସ୍ୱାସ୍ଥ୍ୟ ହିଁ ସଂପଦ,ଶରୀର ସୁସ୍ଥ ରହିବା ପାଇଁ ବ୍ୟାୟାମ କରିବା ନିତ୍ୟାନ୍ତ ଜରୁରୀ ଅଟେ । ପ୍ରତିଦିନ ସକାଳୁ ସାଇକେଲ ଚଲାଇବା ଏକ ବଡ଼ ବ୍ୟାୟାମ୍ ଅଟେ । ଶରୀର ପାଇଁ ଏହା ବହୁତ ଲାଭଦାୟକ ଅଟେ । ପ୍ରତିଦିନ ୩୦ ମିନିଟରୁ ଅଧିକ ସାଇକେଲ ଚଲାଇବା ଦ୍ୱାରା ଶରୀରରେ ଓଜନ କମ୍ ହେବା ସହିତ ବିଭିନ୍ନ ରୋଗ ମଧ୍ୟ ଭଲ ହୋଇଯାଇଥାଏ । ତେବେ ଚାଲନ୍ତୁ ଜାଣିବା ପ୍ରତିଦିନ ସାଇକେଲ ଚଲାଇଲେ କଣ ମିଳିବ ଫାଇଦା ।