ସ୍ୱାସ୍ଥ୍ୟ ପାଇଁ ଲବଙ୍ଗ ତେଲ: ଜାଣନ୍ତୁ ଏହାର ଉପକାରିତା

ଲବଙ୍ଗ ଏକ ଉପକାରୀ ମସଲା । ଆୟୁର୍ବେଦ ଅନୁଯାୟୀ, ଲବଙ୍ଗ ସହିତ ଏହାର ତେଲ ମଧ୍ୟ ଅନେକ ଶାରୀରିକ ସମସ୍ୟା ଦୂର କରିବାରେ ପ୍ରଭାବଶାଳୀ ହୋଇଥାଏ । ଲବଙ୍ଗ ଖାଦ୍ୟର ସ୍ୱାଦ ବଢାଇବା ଏବଂ ସୁସ୍ଥ ରହିବା ପାଇଁ ବ୍ୟବହାର କରାଯାଏ । ତେବେ ଆସନ୍ତୁ ଜାଣିବା ଲବଙ୍ଗ ତେଲର ଅନେକ ଜଣା ଅଜଣା ଲାଭଦାୟକ ଗୁଣ ବିଷୟରେ ।

clove oil

News Summary

ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଲବଙ୍ଗ ତେଲ

କେଶ ସମସ୍ୟା ଦୁର କରିଥାଏ ଲବଙ୍ଗ ତେଲ

ଲବଙ୍ଗ ଏକ ଉପକାରୀ ମସଲା । ଆୟୁର୍ବେଦ ଅନୁଯାୟୀ, ଲବଙ୍ଗ ସହିତ ଏହାର ତେଲ ମଧ୍ୟ ଅନେକ ଶାରୀରିକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଲବଙ୍ଗ ଖାଦ୍ୟର ସ୍ୱାଦ ବଢାଇବା ଏବଂ ସୁସ୍ଥ ରହିବା ପାଇଁ ବ୍ୟବହାର କରାଯାଏ । ଏଥିରେ ଆଣ୍ଟି-ଇନଫ୍ଲାମେଟୋରୀ,ଆଣ୍ଟି-ଭାଇରାଲ,ଆଣ୍ଟି-ସେପ୍ଟିକ ଗୁଣ ଥିବାରୁ ଏହା ଖୁବ୍ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଲବଙ୍ଗ ତେଲର ଅନେକ ଜଣା ଅଜଣା ଲାଭଦାୟକ ଗୁଣ ବିଷୟରେ ।