କେଶ ସମସ୍ୟାଠୁ ମୁଣ୍ଡ ବିନ୍ଧା, ସବୁ ପାଇଁ ରାମବାଣ ଲବଙ୍ଗ ତେଲ

ଲବଙ୍ଗ ଏକ ଉପକାରୀ ମସଲା । ଲବଙ୍ଗ ତେଲରେ ଆଣ୍ଟି-ଇନଫ୍ଲାମେଟୋରୀ,ଆଣ୍ଟି-ଭାଇରାଲ,ଆଣ୍ଟି-ସେପ୍ଟିକ ଗୁଣ ଥିବାରୁ ଏହା ଖୁବ୍ ଉପକାରୀ ହୋଇଥାଏ ମୁଣ୍ଡ ବିନ୍ଧାଠୁ ନେଇ ମାନସିକ ଚାପ ଦୂର କରେ ଲବଙ୍ଗର ତେଲ । ଆସନ୍ତୁ ଜାଣିବା ଲବଙ୍ଗ ତେଲର ଫାଇଦା ।

clove oil

News Summary

ମୁଣ୍ଡ ବିନ୍ଧାରୁ ଆରାମ ଦେଇଥାଏ ଲବଙ୍ଗ ତେଲ

କେଶ ସମସ୍ୟା ଦୂର କରିଥାଏ ଲବଙ୍ଗ ତେଲ

ଆୟୁର୍ବେଦ ଅନୁଯାୟୀ, ଲବଙ୍ଗ ସହିତ ଏହାର ତେଲ ମଧ୍ୟ ଅନେକ ଶାରୀରିକ ସମସ୍ୟା ଦୂର କରିବାରେ ପ୍ରଭାବଶାଳୀ ହୋଇଥାଏ । ଲବଙ୍ଗ ଖାଦ୍ୟର ସ୍ୱାଦ ବଢାଇବା ଏବଂ ସୁସ୍ଥ ରହିବା ପାଇଁ ବ୍ୟବହାର କରାଯାଏ । ଏହା ବିଭିନ୍ନ ରୋଗର ଉପସମ କରିଥାଏ ତେବେ ଆସନ୍ତୁ ଜାଣିବା ଲବଙ୍ଗ ତେଲର ଅନେକ ଜଣା ଅଜଣା ଲାଭଦାୟକ ଗୁଣ ବିଷୟରେ ।