ସକାଳୁ ଉଠିଲା ମାତ୍ରକେ ହେଉଛିକି ଛିଙ୍କ : ହୋଇଯାଆନ୍ତୁ ସାବଧାନ

ତାପମାତ୍ରା ବଦଳିବା ଦ୍ୱାରା ଅଧିକାଂଶ ସମୟ ସକାଳୁ ଉଠିଲା ମାତ୍ରକେ ଛିଙ୍କ ହୋଇ ନାକରୁ ପାଣି ବାହାରିବା ସହିତ ଆଖି ମଧ୍ୟ ନାଲି ହୋଇ ଯାଇଥାଏ । ଏମିତିରେ ଛିଙ୍କିବା ଏଲର୍ଜୀରୁ ଦୁରେଇ ରହିବାର ଏକ ସ୍ୱାଭାବିକ ପ୍ରକ୍ରିୟା ଅଟେ ,ଯାହାଦ୍ୱାରା ଶରୀରରେ ରହିଥିବା ଏଲର୍ଜୀ ବାହାରକୁ ସହଜରେ ବାହାରି ଯାଇଥାଏ । କିନ୍ତୁ ପ୍ରତେକ ଦିନ ସକାଳୁ ଉଠିବା ମାତ୍ରକେ ଯଦି ୪ -୫ଥର ଛିଙ୍କ ହେଉଛି ତେବେ ଏଭଳି ଏଲର୍ଜୀ ସମସ୍ୟା ଶରୀର ପାଇଁ ଠିକ ନୁହେଁ ।

sneeze in the morning

News Summary

 ପାଣିରେ ୨ରୁ ୩ ଚାମଚ ମେଥି ପକାଇ ପିଅନ୍ତୁ,ଏହାଦ୍ୱାରା ଲାଭ ମିଳିବ

ପ୍ରତେକ ଦିନ ସକାଳୁ ଉଠିବା ମାତ୍ରକେ ଯଦି ୪ -୫ଥର ଛିଙ୍କ ହେଉଛି ତେବେ ଏଭଳି ଏଲର୍ଜୀ ସମସ୍ୟା ଶରୀର ପାଇଁ ଠିକ ନୁହେଁ । ଏହିଭଳି ଏଲର୍ଜୀ ସମସ୍ୟା ଭବିଷ୍ୟତରେ ବଡ଼ ଧରଣର ଅସୁବିଧା କରି ପାରନ୍ତି । ତେବେ ଚାଲନ୍ତୁ ଜାଣିବା ଏହାକୁ ଦୂର କରିବା ଆବଶ୍ୟକ ।