ବ୍ଲଡ଼ ଗ୍ରୁପ୍ ଅନୁଯାୟୀ ଆମିଷ ସେବନ କରିବା ଉଚିତ୍ ଓ ନିଜକୁ ସୁସ୍ଥ ରଖିବା ଆବଶ୍ୟକ

ଆମ ଭିତରେ ଖୁବ୍ କମ୍ ଲୋକ ଥିବେ ଯେଉଁମାନେ ନିରାମିଷ ଭୋଜନ କରୁଥିବେ । ପ୍ରାୟ ଅଧିକାଂଶ ଲୋକ ଆମିଷ ଭୋଜନ କରିବାକୁ ପସନ୍ଦ କରି ଥାଆନ୍ତି । କିନ୍ତୁ ଅଧିକ ଆମିଷ ଭୋଜନ କରିବା ମଧ୍ୟ ଶରୀର ପକ୍ଷରେ କ୍ଷତି କାରକ ଅଟେ ।

Eat non-veg to your blood type

News Summary

‘ ବି ‘ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନେ ଚିକେନ, ମଟନ୍ , ମାଛ ଖାଇବା ଉଚିତ୍

ଗବେଷଣାରୁ ଜଣା ପଡ଼ିଛି ଯେ କେଉଁ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନେ ଅଧିକ ଆମିଷ ଭୋଜନ କରିବା ଉଚିତ୍ ନୁହେଁ । ସେହିଭଳି ପୌଷ୍ଟିକ ଆହାର ଶରୀର ପକ୍ଷରେ ନିହାତି ଆବଶ୍ୟକ । ଗବେଷକ ମାନଙ୍କ ମତରେ ଯଦି ବ୍ଲଡ଼ ଗ୍ରୁପ୍ ହିସାବରେ ଉପଯୁକ୍ତ ଖାଦ୍ୟ ଖାଇବା ତେବେ ଆମ ଶରୀର ସୁସ୍ଥ ରହିବ ।ଗବେଷକ ମାନେ କହିଛନ୍ତି ଯେ ଖାଦ୍ୟ ସହିତ ଆମ ବ୍ଲଡ଼ ଗ୍ରୁପ୍ ର ସିଧାସଳଖ କନେକ୍ସନ୍ ରହିଛି ।