ଏଥର ଗଣେଶ ପୂଜାରେ ଘରେ ବନାନ୍ତୁ ‘ମୋଦକ’

ଏହି ଗଣେଷ ପୂଜାରେ ଘରେ ଆପଣ ଅଳ୍ପ ଖର୍ଚ୍ଚରେ ମିଠା ବନେଇ ପାରିବେ । ଆଜି ଆମେ ଭଗବାନ ଗଣେଷଙ୍କ ଅତି ପ୍ରିୟ ଭୋଗ ବିଷୟରେ କହିବାକୁ ଯାଉଛୁ । ଏହି ମିଠା ରେସିପିର ନାଁ ହେଉଛି ‘ମୋଦକ’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।

Modak Recipe

News Summary

ଅଳ୍ପ ଖର୍ଚ୍ଚରେ ବନାନ୍ତୁ 'ମୋଦକ'

ପର୍ବପର୍ବାଣୀରେ ଘରେ ବିଭିନ୍ନ ମିଠା ଓ ପିଠା ପ୍ରସ୍ତୁତ କରାଯାଇଥାଏ । ଏହି ଗଣେଷ ପୂଜାରେ ଘରେ ଆପଣ ଅଳ୍ପ ଖର୍ଚ୍ଚରେ ମିଠା ବନେଇ ପାରିବେ । ଆଜି ଆମେ ଭଗବାନ ଗଣେଷଙ୍କ ଅତି ପ୍ରିୟ ଭୋଗ ବିଷୟରେ କହିବାକୁ ଯାଉଛୁ । ଏହି ମିଠା ରେସିପିର ନାଁ ହେଉଛି ‘ମୋଦକ’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ମୋଦକ’ ବନେଇବା ପାଇଁ ସାମଗ୍ରୀ:

ଚାଉଳ ଚୂନା, ଚିନି, ଗୁଡ଼, ନଡ଼ିଆ କୋରା, ଗୁଜୁରାତି, ରିଫାଇନ ତେଲ

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ମୋଦକ । ମୋଦକ ଉପରେ କେଶର କିମ୍ବା ଉପରେ ଆଲମଣ୍ଡରେ ସଜାଇ ଭଗବାନ ଗଣେଶଙ୍କୁ ଭୋଗ ଲଗାନ୍ତୁ । ଏହି ମିଠା ରେସିପିଟିକୁ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।