ଡିନର ପାଇଁ ପ୍ରସ୍ତୁତ କରନ୍ତୁ ‘ଚିକେନ୍ ନଡ଼ିଆ ରସା’

ଆପଣ କେବେ ନଡ଼ିଆ ରସରେ ପ୍ରସ୍ତୁତ ଚିକେନର ରେସିପି ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଚିକେନ୍ ନଡ଼ିଆ ରସା’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବା । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

'chiken rasa' recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ଚିକେନ ରସା'

ଘରେ ଆମେ ଚିକେନରେ ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଚିକେନର ଏକ ନୂଆ ପ୍ରକାରର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପି ବନେଇବା ଅତି ସହଜ ଓ ସରଳ । ଏହି ରେସିପିର ନାଁ ହେଉଛି ‘ଚିକେନ୍ ନଡ଼ିଆ ରସା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଚିକେନ୍ ନଡ଼ିଆ ରସା’ ପାଇଁ ଆବଶ୍ୟକ ସାମଗ୍ରୀ:

ଚିକେନ୍‌,ପିଆଜ,ଟମାଟୋ,କଞ୍ଚା ଲଙ୍କା,ଡାଲ୍‌ଚିନି,ଗୋଲ ମରିଚ,ତେଲ,ଜିରା ଗୁଣ୍ଡ,ଧନିଆ ଗୁଣ୍ଡ,ଲଙ୍କା ଗୁଣ୍ଡ,ହଳଦି ଗୁଣ୍ଡ,ଲୁଣ,ତେଜପତ୍ର,ଅଦା ଓ ରସୁଣ ପେଷ୍ଟ୍‌,ନଡ଼ିଆ ରସ ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚିକେନ୍ ନଡ଼ିଆ ରସା’। ଏହି ରେସିପିଟି ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଆପଣ ଏହି ରେସିପ୍ଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।