ଘରେ ପ୍ରସ୍ତୁତ କରନ୍ତୁ ‘ଦହି ପନିର’

ଆଜିର ରାନ୍ଧଣା ଆମେ ବିନା ପିଆଜ ରସୁଣରେ ପ୍ରସ୍ତୁତ ପନିରର ଏକ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିଟି ଆପଣ ପର୍ବପର୍ବାଣୀରେ ଘରେ ବନେଇ ଖାଇପାରିବେ । ଆଜି ଆମେ ଆପଣଙ୍କ ପ୍ରସ୍ତୁତ କରିବୁ 'ଦହି ପନିର' ।

Dahi paneer recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ଦହି ପନିର'

ପର୍ବପର୍ବାଣୀ ଆସିଲେ ଘରେ ସାଧାରଣତଃ ବିନା ପିଆଜ ରସୁଣରେ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ତେବେ ଆପଣ ମଧ୍ୟ ବିନା ପିଆଜ ରସୁଣରେ ସୁଆଦିଆ ରେସିପି ଘରେ ବନେଇ ପାରିବେ । ଏନେଇ ଆପଣଙ୍କ ପାଇଁ ଆମେ ନେଇ ଆସିଛୁ ସ୍ୱାଦିଷ୍ଟ ରେସିପି । ଏହି ରେସିପିର ନାଁ ହେଉଛି ‘ଦହି ପନିର’ । ଏହାକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଦହି ପନିର’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ପନୀର, ଦହି, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ତେଲ, କସ୍ତୁରୀ ମେଥି, କାଜୁ, ଧନିଆ ପାଉଡର, କଞ୍ଚାଲଙ୍କା, କ୍ରିମ, ପୁଦିନା ପତ୍ର ଓ ଧନିଆ ପତ୍ର ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଦହି ପନିର’ । ଏହି ରେସିପିଟିକୁ ଫ୍ରାଏଡ୍ ରାଇସ୍ ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଆପଣ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।