କମ୍ ଖର୍ଚ୍ଚରେ ବନାନ୍ତୁ ଅଟାରେ ତିଆରି ଏହି ମିଠା ରେସିପି

ଆପଣ କେବେ ଅଟାରେ ତିଆରି ମିଠାର ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ଅଟାର ଏକ ନିଆରା ଓ ସୁଆଦିଆ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଅଟା ରସା’ । ଆପଣ ଏହି ରେସିପିଟିକୁ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟରେ ପ୍ରସ୍ତୁତ କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

'Ata rasa' sweet recipe

News Summary

 ସହଜ ଓ ସରଳ ଉପାୟରେ ବନାନ୍ତୁ 'ଅଟା ରସା'

ଆମେ ଘରେ ବିଭିନ୍ନ ପ୍ରକାରର ମିଠାର ରେସିପି ତିଆରି କରିଥାଉ । ଆଜି ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟରେ ଅଟାର ରେସିପି ପ୍ରସ୍ତୁତ କରିବୁ । ତେବେ ଚାଲନ୍ତୁ ଜାଣିବା ‘ଅଟା ରସା’ କିଭଳି ପ୍ରସ୍ତୁତ କରାଯାଏ ।

'ଅଟା ରସା' ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଅଟା,କ୍ଷୀର,ଚିନି,ଗୁଆଘିଅ,ଗୁଜୁରାତି ଗୁଣ୍ଡ ଓ ଲେମ୍ବୁରସ

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଅଟା ରସା’। ଏହି ମିଠାର ରେସିପିକୁ ଏକ ପ୍ଲଟ୍ ରେ କାଢି ପରଷନ୍ତୁ । ଏହି ମିଠାର ରେସିପିକୁ ଆପଣ ଫ୍ରିଜ୍ ରେ ବହୁଦିନ ଧରି ରଖି ଖାଇପାରିବେ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।