କେବେ ଖାଇନଥିବେ ଚିକେନର ଏହି ସୁଆଦିଆ ରେସିପି

ସାଧାରଣତଃ ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଥାଏ । ଆମିଷରେ ଚିକେନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ତେବେ ଆମେ ଆପଣ ମାନଙ୍କୁ ଚିକେନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ପିଆଜ ଶଣ୍ଢା ଚିକେନ୍‌ କଷା।’ ।

spring onion chiken recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ ‘ପିଆଜ ଶଣ୍ଢା ଚିକେନ୍‌ କଷା।’ ।

 ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ପିଆଜ ଶଣ୍ଢା ଚିକେନ୍‌ କଷା।’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଚିକେନ୍‌, ପିଆଜ ଶଣ୍ଢା ପେଷ୍ଟ୍‌, ଅଦା ରସୁଣ ପେଷ୍ଟ୍‌, ଲୁଣ, ହଳଦୀ, ଜିରା ପାଉଡର, ଧନିଆ ପାଉଡର, ତେଲ, ପୁଦିନା ପେଷ୍ଟ୍‌, ଗୋଟା ଗରମ ମସଲା, ଟମାଟୋ ପେଷ୍ଟ୍‌ ଓ ମଟର ଛୁଇଁ ।

ପ୍ରସ୍ତୁତି ପ୍ରଣାଳୀ: