ଏହି ଖ୍ରୀଷ୍ଟମାସକୁ ବନାନ୍ତୁ ଖାସ୍, ଘରେ ତିଆରି କରନ୍ତୁ ‘ପ୍ଲମ୍‌ କେକ୍’

ଜନ୍ମଦିନ ହେଉ ବା ଖ୍ରୀଷ୍ଟମାସ୍, ଆପଣ ବଜାରରୁ ବିଭିନ୍ନ ପ୍ରକାରର କେକ୍ ଅର୍ଡର କରି ସେଲିବ୍ରେସନ କରିଥିବେ । ଆପଣ ମଧ୍ୟ ଘରେ ସୁଆଦିଆ କେକ୍ ତିଆରି କରି ଖାଇ ପାରିବେ । ଆପଣ କେବେ ଘର ତିଆରି ପ୍ଲମ୍ କେକ୍ ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ ‘ପ୍ଲମ୍‌ କେକ୍’ ଓ ଏହି ଖ୍ରୀଷ୍ଟମାସକୁ ବନାନ୍ତୁ ଖାସ୍ ।

'Plum Cake'

News Summary

ସହଜ ଓ ସରଳ ଉପାୟରେ ଘରେ ବନାନ୍ତୁ ‘ପ୍ଲମ୍‌ କେକ୍’

ଖ୍ରୀଷ୍ଟମାସ ସେଲିବ୍ରେସନ ହେବ ପୁଣି କେକ୍ ତିଆରି ହେବନି । ଖ୍ରୀଷ୍ଟମାସ ଆସିଲେ ଘରେ ତିଆରି ହୋଇଥାଏ କେକ୍ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ସୁନ୍ଦର ଓ ସୁଆଦିଆ କେକ୍ ତିଆରି କରିବୁ । ଏହି କେକ୍ ର ନାଁ ହେଉଛି ‘ପ୍ଲମ୍‌ କେକ୍’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ପ୍ଲମ୍‌ କେକ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ମଇଦା, ଅନ୍‌ସଲ୍ଟେଡ୍‌ ବଟର, ଡ୍ରାଏଡ୍‌ ପ୍ଲମ୍‌, ଭ୍ୟାନିଲା ଏସେନ୍ସ, ବାଦାମ, ଅଖରୋଟ୍‌, ବ୍ରାଉନ୍‌ ସୁଗାର(ବାଦାମୀ ରଙ୍ଗର ଚିନି), ୧ କପ୍‌ କ୍ଷୀର, ଡାଲ୍‌ଚିନି ଗୁଣ୍ଡ, ଖାଇବା ସୋଡ଼ା ଓ ଅଣ୍ଡା।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ 'ପ୍ଲମ୍ କେକ୍'। ଏହି କେକ୍ ର ରେସିପିଟିକୁ ଘରେ ବନେଇ  ଖ୍ରୀଷ୍ଟମାସକୁ କରନ୍ତୁ ଖାସ୍ । ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

'Plum Cake'