ଘରେ ପ୍ରସ୍ତୁତ କରନ୍ତୁ ‘ତାୱା ସ୍ମୋକ୍‌ ଚିକେନ୍‌’

ଆପଣ କେବେ ‘ତାୱା ସ୍ମୋକ୍‌ ଚିକେନ୍‌’ର ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ‘ତାୱା ସ୍ମୋକ୍‌ ଚିକେନ୍’ ର ରେସିପି ତିଆରି କରିବୁ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Tawa smoke chicken recipe

News Summary

 ସହଜ ଓ ସରଳ ଉପାୟରେ ବନାନ୍ତୁ ‘ତାୱା ସ୍ମୋକ୍‌ ଚିକେନ୍‌’

ଘରେ ଆପଣ ଚିକେନର ବିଭିନ୍ନ ପ୍ରକାରର ରେସିପି ତିଆରି କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ଚିକେନର ଏକ ନୂଆ ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ତାୱା ସ୍ମୋକ୍‌ ଚିକେନ୍‌’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

ତାୱା ସ୍ମୋକ୍‌ ଚିକେନ୍‌’ ବନେଇବା ପାଇଁ ସାମଗ୍ରୀ:

ଚିକେନ୍‌, ଲୁଣ, ଦହି, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦୀ ଗୁଣ୍ଡ, ଲୁଣ, ଅଦା ରସୁଣ ପେଷ୍ଟ୍‌, ରିଫାଇନ୍‌ ତେଲ ଓ କୋଇଲା।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ତାୱା ସ୍ମୋକ୍‌ ଚିକେନ୍‌’ । ସେହି ଚିକେନ୍‌କୁ ପୁଦିନା ଚଟଣୀ ସହ ନେଇ ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ । ଏହି ରେସିପିଟିକୁ ଆପଣ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।