ଘରେ ବନାନ୍ତୁ ‘ସୁଇଟ୍‌ କର୍ନ ସୁପ୍’

ଶୀତଦିନରେ ଗରମ ଗରମ ସୁପ୍ ପିଇବାର ମଜା ନିଆରା । ସୁପ୍ ପାଟିକୁ ଯେତେ ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ଏକ ସୁଆଦିଆ ସୁପ୍ । ଯାହାର ନାଁ ହେଉଛି ‘ସୁଇଟ୍‌ କର୍ନ ସୁପ୍’ ।

sweet corn soup

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ ସୁଇଟ୍‌ କର୍ନ ସୁପ୍’

ଘରେ ଆମେ ବିଭିନ୍ନ ପ୍ରକାରର ସୁଆଦିଆ ଓ ଚଟପଟା ଷ୍ଟାଟର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ସୁଆଦିଆ ‘ସୁଇଟ୍‌ କର୍ନ ସୁପ୍’ ର ରେସିପି ବନେଇବୁ । ଆପଣ ଅତି ସହଜ ଓ ସରଳ ଉପାୟରେ ଏହି ସୁପକୁ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ସୁଇଟ୍‌ କର୍ନ ସୁପ୍’ ବନେଇବା ପାଇଁ ସାମଗ୍ରୀ:

ସୁଇଟ୍‌ କର୍ନ ବା ମକା, ଲୁଣ, ଭେଜିଟେବଲ ଷ୍ଟଫ୍‌, ପିଆଜ ସଣ୍ଢା, ଗୋଲମରିଚ ଗୁଣ୍ଡ, ହ୍ୱାଇଟ୍‌ ସସ୍‌।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ଓ ସୁଆଦିଆ ‘ସୁଇଟ୍‌ କର୍ନ ସୁପ୍’ । ଏହା ଉପରେ ବଜାରରେ ମିଳୁଥିବା ଓ ରେଗାନୋ ଅଳ୍ପ ଛିଞ୍ଚି ଗରମା ଗରମ ପରଷନ୍ତୁ । ଏହି ସୁପ୍ରେ ଟମାଟୋ ସସ୍ ପକାଇ ପିଇଲେ ଏହାର ସ୍ୱାଦ ଆହୁରି ବଢିଯାଇଥାଏ । କୁଣିଆ ଆସିଲେ ଏହି ସୁପ୍ ଘରେ ବନେଇ ପରଷନ୍ତୁ ।