ଘରେ ପ୍ରସ୍ତୁତ କରନ୍ତୁ ‘ଶେଜୱାନ୍ ଚିଙ୍ଗୁଡ଼ି’

ଚିଙ୍ଗୁଡିରେରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ରେଷ୍ଟୁରେଣ୍ଟ ଷ୍ଚାଇଲରେ ଚିଙ୍ଗୁଡିର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଶେଜୱାନ୍‌ ଚିଙ୍ଗୁଡ଼ି’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

schewan prawns

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଶେଜୱାନ୍‌ ଚିଙ୍ଗୁଡ଼ି'

ଘରେ ଘରେ ଚିଙ୍ଗଡିକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିଙ୍ଗୁଡିରେରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ରେଷ୍ଟୁରାଣ୍ଟ ଷ୍ଚାଇଲରେ ଚିଙ୍ଗୁଡିର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଶେଜୱାନ୍‌ ଚିଙ୍ଗୁଡ଼ି’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ଶେଜୱାନ୍‌ ଚିଙ୍ଗୁଡ଼ି’ ବନେଇବା ପାଇଁ ସାମଗ୍ରୀ

ଚିଙ୍ଗୁଡ଼ି, ଅଦା-ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଫ୍ଲୋର, ଅଣ୍ଡା,-୧ ରିଫାଇନ ତେଲ, କଟା ପିଆଜ ଷଣ୍ଢା, ଟମାଟୋ ସସ୍‌, ଶେଜୱାନ୍‌ ସସ୍‌, ସୋୟା ସସ୍‌, ଭିନେଗାର, ଗୋଲମରିଚ ଓ ସ୍ୱାଦନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ‘ଶେଜୱାନ୍‌ ଚିଙ୍ଗୁଡ଼ି’ । ଏହି ରେସିପିଟିକୁ ରୁଟି କିମ୍ବା ଫ୍ରାଏଡ ରାଇସ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।