ଏହି ପ୍ରଥମାଷ୍ଚମୀରେ ଘରେ ବନାନ୍ତୁ ‘ରାବିଡ଼ି ମାଲପୁଆ’

ଆପଣ କେବେ ‘ରାବିଡ଼ି ମାଲପୁଆ’ ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ତାହେଲେ ଘରେ ବନାନ୍ତୁ ସ୍ୱାଦିଷ୍ଟ 'ରାବିଡ଼ି ମାଲପୁଆ' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Rabdi Malpua

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ରାବିଡ଼ି ମାଲପୁଆ'

ଘରେ ଉତ୍ସବର ମାହୋଲ୍ ଥିଲେ ଆମ ଘର ମାନଙ୍କରେ କିଛି ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ଘରେ ଯଦି ଆପଣ କିଛି ସ୍ୱାଦିଷ୍ଟ ମିଠା ତିଆରି କରିବାକୁ ଭାବୁଛନ୍ତି, ତେବେ ଆମେ ଆପଣଙ୍କୁ ଏକ ସ୍ୱାଦିଷ୍ଟ ମିଠା ରେସିପି ବିଷୟରେ ଜଣେଇବୁ । ଏହି ରେସିପିର ନାଁ ହେଉଛି ‘ରାବିଡ଼ି ମାଲପୁଆ’ । ଏହି ରେସିପିଟିକୁ ଘରେ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇପାରିବୁ ।

‘ରାବିଡ଼ି ମାଲପୁଆ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ମଇଦା, ଖୁଆ, କ୍ଷୀର, ଚିନି, କେସର, ଗୁଜୁରାତି ଗୁଣ୍ଡ, କଟା ପେସ୍ତା ବାଦାମ, କଟା ଆଲମଣ୍ଡ, ଚିନି, ପାନମଧୁରୀ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ରାବିଡ଼ି ମାଲପୁଆ’ । ଏହି ମିଠାର ରେସିପିକୁ ଆପଣ ସପ୍ତାହେ ପର୍ଯ୍ୟନ୍ତ ପ୍ରୀଜ୍ ରେ ରଖି ଖାଇ ପାରିବେ ।