ଘରେ ବନାନ୍ତୁ ‘ଚିଙ୍ଗୁଡି ବରା’

ଆପଣ କେବେ ଚିଙ୍ଗୁଡି ବରା ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ସ୍ୱାଦିଷ୍ଟ 'ଚିଙ୍ଗୁଡି ବରା' । ଏହି ରେସିପିଟି ଆପଣ ସଂଧ୍ୟା ସ୍ନାକ୍ସରେ ଘରେ ପ୍ରସ୍ତୁତ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

prawn pakoda recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଚିଙ୍ଗୁଡି ବରା’

ଆପଣ ଘରେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ପ୍ରସ୍ତୁତ କରିଥିବେ । କିନ୍ତୁ କେବେ ଚିଙ୍ଗୁଡ଼ିରେ ତିଆରି ବରା ଖାଇଛନ୍ତି କି ? ତେବେ ଆଜି ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡି ବରା’। ଏହି ରେସିପିଟିକୁ ଆପଣ ସଂଧ୍ୟା ଜଳଖିଆରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

‘ଚିଙ୍ଗୁଡି ବରା’ବନେଇବା ପାଇଁ ସାମଗ୍ରୀ:

ବଡ଼ ଚିଙ୍ଗୁଡ଼ି-୫୦୦ ଗ୍ରା, ଚାଉଳ, କଖାରୁ ପତ୍ର, ରସୁଣ, ଜିରା, ସୋରିଷ, ଶୁଖିଲା ଲଙ୍କା, ଲୁଣ, ହଳଦୀ ଓ ସୋରିଷ ତେଲ ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଚିଙ୍ଗୁଡ଼ି ବରା’। ଏହି ରେସିପିଟିକୁ ସସ୍‌ କିମ୍ବା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ତିଆରି କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।