ସଂଧ୍ୟା ଜଳଖିଆରେ ବନାନ୍ତୁ 'ଆଳୁ କଚୋଡ଼ି'

ବର୍ଷା ପାଗରେ ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଗରମାଗରମ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ଖାସ୍ତା 'ଆଳୁ କଚୋଡ଼ି ।' ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

potato kachori

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ଆଳୁ କଚୋଡ଼ି'

ଆପଣ ସଂଧ୍ୟା ଜଳଖିଆ ପାଇଁ କଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ ଅଛନ୍ତି । ତାହେଲେ ଆଜି ହିଁ ଘରେ ବନାନ୍ତୁ ଗରମାଗରମ ଖାସ୍ତା 'ଆଳୁ କଟୋଡ଼ି' । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । 

ଆବଶ୍ୟକ ସାମଗ୍ରୀ:

ମଇଦା, ସିଝା ଆଳୁ, ଲୁଣ, ଜୁଆଣି, ତେଲ, ଅଦା ବଟା, ବେକିଂ ପାଉଡର, ଗ୍ରୀନ୍ ମଟର୍‌, ଧଣିଆ ପତ୍ର, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ପାନମଧୁରୀ ଗୁଣ୍ଡ, ଧଣିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଆମ୍‌ଚୁର୍‌ ପାଉଡର୍‌ ଓ ଗରମ ମସଲା ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା, 'ଟଚପଟା ଆଳୁ କଚୋଡ଼ି' । ଏହି ରେସିପିଟିକୁ ଆପଣ ସସ୍‌ କିମ୍ବା ପୋଦିନା ଚଟଣୀ ସହ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।