ବିନା ଓଭେନ୍‌ରେ ଘରେ ପ୍ରସ୍ତୁତ କରନ୍ତୁ 'ପିଜା'

ସାଧାରଣତଃ ପିଜା ସମସ୍ତଙ୍କୁ ଭଲ ଲାଗିଥାଏ । ପିଜା ଆମେ  ସାଧାରଣଧଃ ବାହାରୁ ଅର୍ଡର କରିଥାଉ । କିନ୍ତୁ ଏହାକୁ ଆମେ ଘରେ ବନେଇ ଏହାର ସ୍ୱାଦ ନେଇ ପାରିବା । ଆଜି ଆମେ ଘରେ ବିନା ଓଭେନରେ ପିଜା ରେସିପି ପ୍ରସ୍ତୁତ କରିବା । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ ।

Pizza Recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ପିଜା'

ସାଧାରଣତଃ ପିଜା ସମସ୍ତଙ୍କୁ ଭଲ ଲାଗିଥାଏ । ପିଜା ଆମେ  ସାଧାରଣଧଃ ବାହାରୁ ଅର୍ଡର କରିଥାଉ । କିନ୍ତୁ ଏହାକୁ ଆମେ ଘରେ ବନେଇ ଏହାର ସ୍ୱାଦ ନେଇ ପାରିବା । ଆଜି ଆମେ ଘରେ  ବିନା ଓଭେନରେ ପିଜା ରେସିପି ପ୍ରସ୍ତୁତ କରିବା । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ପିଜା ବନେଇବା ପାଇଁ ସାମଗ୍ରୀ:

ମଇଦା, ପନିର୍‌, ସୁଇଟ୍‌ କର୍ଣ୍ଣ, ଗ୍ରୀନ୍‌, ରେଡ୍‌ କ୍ୟାପ୍‌ସିକମ୍‌, ଟମାଟୋ, ଲୁଣ, ବେକିଂ ପାଉଡର୍‌, ବେକିଂ ସୋଡ଼ା, ଦହି, ପାଣି, ରିଫାଇନ୍ ତେଲ, ପିଜା ସସ୍‌, କଟା ପିଆଜ,ରେଡ୍‌ ଚିଲି ଫ୍ଲେକ୍ସ, ପିଜା ସିସ୍‌ନିଂ ଏବଂ ଅରେଗାନୋ । ସସ୍ ବନେଇବା ପାଇଁ ସାମଗ୍ରୀ(ଲାଲ୍‌ ଟମାଟୋ, ତେଲ, ପିଆଜ, ରସୁଣ, ଲାଲ୍‌ ଲଙ୍କା, ଅରେଗାନୋ, ଚିନି, ଟମାଟୋ କ୍ୟାଚ୍‌ଅପ୍‌ ଏବଂ ଲୁଣ) ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ପିଜା’। ଏହାକୁ ନିଜ ପସନ୍ଦର ସାଇଜ୍‌ ଅନୁସାରେ କାଟି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।