ଦେଶୀ ଷ୍ଟାଇଲରେ ବନାନ୍ତୁ ‘ପଣସ କଠା ଓ ଚିଙ୍ଗୁଡ଼ି’ ତରକାରୀ

ଆପଣ ଅନେକ ପ୍ରକାର ଚିଙ୍ଗୁଡ଼ିର ସୁଆଦିଆ ରେସିପି ଖାଇଥିବେ କିନ୍ତୁ କେବେ ‘ପଣସ କଠା ଓ ଚିଙ୍ଗୁଡ଼ି’ ତରକାରୀ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଚିଙ୍ଗୁଡ଼ିର ଏହି ଦେଶୀ ରେସିପି ।

jackfruit prawn curry

News Summary

ଆଜି ବନେଇବା ‘ପଣସ କଠା ଓ ଚିଙ୍ଗୁଡ଼ି’

ଆଜି ବନେଇବା ‘ପଣସ କଠା ଓ ଚିଙ୍ଗୁଡ଼ି’ ତରକାରୀ । ଏହାକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଆବଶ୍ୟକ ସାମଗ୍ରୀ:

ଚିଙ୍ଗୁଡ଼ି, ପଣସ କଠା, ଆଳୁ, ପିଆଜ, ଅଦା, ଗରମ ମସଲା ଗୁଣ୍ଡ, ଧନିଆ, ଜିରା, ଲଙ୍କା, ଲୁଣ, ତେଜପତ୍ର, ହଳଦୀ, ତେଲ ଓ ଘିଅ।

ପ୍ରସ୍ତୁତି ପ୍ରଣାଳୀ:

ଅଧିକ ପଢ଼ନ୍ତୁ: ରାନ୍ଧଣାରେ ବନାନ୍ତୁ ରେଷ୍ଟୁରାଣ୍ଟ ଭଳି ‘ଚିଙ୍ଗୁଡ଼ି ଦୋପିଆଜା’

ଏବେ ପ୍ରସ୍ତୁତ ହୋଇଗଲା ପଣସ କଠା ଚିଙ୍ଗୁଡ଼ି। ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ । ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।