ଘରେ ବନାନ୍ତୁ ‘ମଟନ୍‌ ସିକ୍‌ କବାବ୍’

କବାବ୍‌ର ସ୍ୱାଦ ନିଆରା । ସାଧାରଣତଃ କବାବ୍ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ସେଥିପାଇଁ ଆଜିର ରାନ୍ଧଣାରେ ଆମେ ପ୍ରସ୍ତୁତ କରିବୁ ‘ମଟନ୍‌ ସିକ୍‌ କବାବ୍’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

mutton seekh kabab

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ମଟନ୍ ସିକ୍ କବାବ୍'

ଘରେ ଆପଣ ମଟନର ବିଭିନ୍ନ ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନ୍‌ର ଏକ ଚଟପଟା ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ବନେଇବା ‘ମଟନ୍‌ ସିକ୍‌ କବାବ୍’ । ଏହି ରେସିପିକୁ ଆମେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବା ।

‘ମଟନ୍‌ ସିକ୍‌ କବାବ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ମଟନ୍ କିମା, ଅଦା ରସୁଣ ପେଷ୍ଟ, ପିଆଜ ପେଷ୍ଟ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଶୁଣ୍ଠି, ଧନିଆ ପତ୍ର, ତେଲ, କାଜୁ ପେଷ୍ଟ, କ୍ରିମ୍, ବେସନ, ଅଣ୍ଡା କେଶର, କଟା ଲେମ୍ବୁ ଓ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ଚଟପଟା ‘ମଟନ୍‌ ସିକ୍‌ କବାବ’। ଏହି ରେସିପିଟିକୁ ଟଚଣୀ ବା ସସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।