ବୁଧବାର ରାନ୍ଧଣାରେ ଘରେ ବନାନ୍ତୁ ‘ମଟନ୍ ମୋଗଲାଇ’

ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ମଟନ୍ ମୋଗଲାଇ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

mutton mughlai

News Summary

ଖାଆନ୍ତୁ 'ମଟନ୍ ମୋଗଲାଇ'

ଆପଣ ମଟନର ବିଭିନ୍ନ ରେସିପି ଖାଇଥିବେ । କିନ୍ତୁ ଆପଣ କେବେ ‘ମଟନ୍ ମୋଗଲାଇ’ ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ‘ମଟନ୍ ମୋଗଲାଇ’ ରେସିପି ପ୍ରସ୍ତୁତ କରିବୁ ।

ଆବଶ୍ୟକୀୟ ସାମଗ୍ରୀ:

ଖାସି ମାଂସ, ଆଳୁ, ଅଣ୍ଡା, ତେଲ, ପିଆଜ, ରସୁଣ, ଅଦା, ଶୁଖିଲା ଲଙ୍କା, ଜିରା, ଧନିଆ ଗୁଣ୍ଡ, ପୋସ୍ତ, ଦହି, ଗରମ ମସଲା, ଟମାଟୋ, ଲୁଣ, ହଳଦୀ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁ ଓ ଅଣ୍ଡାକୁ ସିଝାଇ ଦିଅନ୍ତୁ। ସିଝି ଗଲା ପରେ ଆଳୁ ଓ ଅଣ୍ଡାରୁ ଚୋପା ଛଡ଼ାଇ ଦିଅନ୍ତୁ। ଉଭୟ ଆଳୁ ଓ ଅଣ୍ଡାକୁ ଚାରି ଫାଳ କରି କାଟି ଦିଅନ୍ତୁ। ଏବେ ମାଂସକୁ ଭଲ ଭାବେ ଧୋଇ ଦିଅନ୍ତୁ ।

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ‘ମାଛ ମଞ୍ଜି କୋଫ୍ତା’

ଶେଷରେ କଟା ଯାଇଥିବା ଅଣ୍ଡାଗୁଡ଼ିକୁ ତା’ଉପରେ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ମଟନ୍ ମୋଗଲାଇ। ମଟନ୍‌ର ଏହି ରେସିପି ବନେଇ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ଡାଲ୍ ମିଟ୍‌