Mushroom Masala Toast Recipe: ସଂଧ୍ୟା ଜଳଖିଆରେ ବନାନ୍ତୁ ‘ମସରୁମ୍‌ ମସାଲା ଟୋଷ୍ଚ,’

ଆପଣ ସଂଧ୍ୟା ଜଳଖିଆ ପାଇଁ କ’ଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ ଅଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ଚଟପଟା ‘ମସରୁମ୍‌ ମସାଲା ଟୋଷ୍ଚ,’। ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।

Mushroom Masala Toast

ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁଆଦିଆ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ‘ମସରୁମ୍‌ ମସାଲା ଟୋଷ୍ଚ,’।' ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଅଧିକ ପଢନ୍ତୁ: Food and Recipe: ଘରେ ତିଆରି କରନ୍ତୁ ପନିରର ଏହି ସୁଆଦିଆ ରେସିପି

ଆବଶ୍ୟକ ସାମଗ୍ରୀ:

ବ୍ରେଡ୍‌, କଟା ମସରୁମ୍‌, ରିଫାଇନ୍‌ ତେଲ, ଗୋଟା ଜିରା, କଶ୍ମିରୀ ଲଙ୍କା, କଟା ରସୁଣ, କଟା ପିଆଜ, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, କଟା ଟମାଟୋ, ବଟର୍‌, ଚିଜ୍‌ କୋରା, ଲେମ୍ବୁ ରସ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ମସରୁମ୍‌ ମସାଲା ଟୋଷ୍ଚ । ଏହାକୁ ସସ୍‌ କିମ୍ବା ଚଟଣୀ ସହ ଗରମାଗରମ୍‌ ଖାଇପାରିବେ।

ଅଧିକ ପଢନ୍ତୁ: Food and Recipes: ଘରେ ବନାନ୍ତୁ ସୁଆଦିଆ ‘ମଲାଇ ଚପ୍’