ବର୍ଷା ପାଗରେ ବନାନ୍ତୁ ଗରମା ଗରମ ‘ଛତୁ ପୋସ୍ତ ବରା’

ସଂଧ୍ୟା ଜଳଖିଆରେ କଣ ବନେଇବେ ସେ ନେଇ ଚିନ୍ତିତ କି ? ବର୍ଷା ପାଗରେ ବନାନ୍ତୁ ଗରମା ଗରମ ‘ଛତୁ ପୋସ୍ତ ବରା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

masroom bara

ଆଗରୁ ଘରେ ଆପଣମାନେ ଜଳଖିଆରେ ବରା ବନେଇଥିବେ । କିନ୍ତୁ ଆପଣ କେବେ ଛତୁରେ ପ୍ରସ୍ତୁତ ବରା  ବନେଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଛତୁ ପୋସ୍ତ ବରା’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

ଆବଶ୍ୟକ ସାମଗ୍ରୀ:

ଛତୁ, ବେସନ, ମସଲା ଗୁଣ୍ଡ, ରସୁଣ କଟା, ପୋସ୍ତ ବଟା, ଜୀରା ବଟା, ପିଆଜ, ଅଦା, ଲଙ୍କା, ଲୁଣ, ଆଳୁ ଓ ତେଲ

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ଗରମ ଗରମ ‘ଛତୁ ପୋସ୍ତ ବରା’ । ଏହି ଛତୁ ପୋସ୍ତ ବରାକୁ ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।