ଏହି ଗରମରେ ଘରେ ବନାନ୍ତୁ ‘କେଶର ପିସ୍ତା କୁଲ୍‌ଫି’

ଏହି ଗରମରେ ଥଣ୍ଡା ଥଣ୍ଡା ଆଇସକ୍ରିମ୍ କିମ୍ବା ଲସି ପିଇବା ପାଇଁ ସମସ୍ତେ ଭଲ ପାଆନ୍ତି । ସେଥିପାଇଁ ଆଜି ଆମେ ବନେଇବା ଥଣ୍ଡା ଥଣ୍ଡା ‘କେଶର ପିସ୍ତା କୁଲଫି’ ।

kesar pista kulfi

ଏବେ ଚାଲିଛି ଗ୍ରୀଷ୍ମ ଋତୁ । ଗରମ ଦିନରେ ଥଣ୍ଡା ଥଣ୍ଡା ଆଇସକ୍ରିମ୍ ବା କୁଲ୍‌ଫି ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ସ୍ୱାଦିଷ୍ଟ କୁଲ୍‌ଫି ବନେଇବୁ । ଯାହାର ନାଁ ହେଉଛି କେଶର ପିସ୍ତା କୁଲଫି’ । ଏହି ରେସିପିଟି ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ

ଆବଶ୍ୟକ ସାମଗ୍ରୀ:

ପିସ୍ତା ବାଦାମ, କ୍ଷୀର, କଣ୍ଡେନ୍ସ ମିଲ୍‌କ, ଖୁଆ, ଆଲମଣ୍ଡ, କେଶର, ଚିନି

ପ୍ରସ୍ତୁତି ପ୍ରଣାଳୀ:

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ 'ବାନାନା ଲସି'